ଓସ୍କାର ବିଜେତା ଅଭିନେତାଙ୍କ ପରଲୋକ

ଓସ୍କାର ବିଜେତା ଅଭିନେତା ଖ୍ରୀଷ୍ଟୋଫର ପ୍ଲମରଙ୍କର ଶୁକ୍ରାବର ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୯୧ ବର୍ଷ ହୋଇଥିଲା। ଏ ନେଇ ଖ୍ରୀଷ୍ଟୋଫରଙ୍କ ମ୍ୟାନେଜର ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ, ବିଗତ କିଛି ଦିନ ହେବ ଖ୍ରୀଷ୍ଟୋଫର ଅସୁସ୍ଥ ଥିଲେ। ଶେଷ ସମୟରେ ସ୍ତ୍ରୀ ଏଲେନ ଟେଲର ତାଙ୍କସହ ଉପସ୍ଥିତ ଥିଲେ। ଖ୍ରୀଷ୍ଟୋଫରଙ୍କ ମୃତ୍ୟୁରେ ଫିଲ୍ମ ଜଗତରେ ଶୋକର ଛାୟା ଖେଳିଯାଇଛି। ଫିଲ୍ମ ଇଣ୍ଡଷ୍ଟ୍ରିରେ ୫୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ବିତାଇଥିବା ଖ୍ରୀଷ୍ଟୋଫର ଅନେକ ସ୍ମରଣୀୟ ଫିଲ୍ମରେ କାମ କରିଛନ୍ତି। ସେ ଗୋଟିଏ ଓସ୍କାର ପୁରସ୍କାର, ୨ଟି ଟୋନି ପୁରସ୍କାର ଏବଂ ୨ଟି ଏମି ପୁରସ୍କାରରେ ସମ୍ନାନିତ ହୋଇଥିଲେ। ଫିଲ୍ମ ‘ସାଉଥ୍‌ ଅଫ୍‌ ମ୍ୟୁଜିକ୍‌’ରେ ତାଙ୍କ ଅଭିନୟକୁ ବେଶି ପ୍ରଶଂସା କରାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

Anubhav Mohanty ବହିରେ ସବୁକଥା ଲେଖିଦେଲେ ଜାଗୃତି, ସମ୍ପର୍କରେ ଆସିଲା ନୂଆ ଟ୍ବିଷ୍ଟ!

ଭୁବନେଶ୍ୱର,୧୫।୨: ପ୍ରକାଶ ପାଇଛି ଓଡିଶାର ଲୋକପ୍ରିୟ ସୁପରଷ୍ଟାର ତଥା ରାଜନେତା Anubhav Mohanty ବାୟୋଗ୍ରାଫି। ତେବେ ଏହି ବାୟୋଗ୍ରାଫିର ରଚନା କରିଛନ୍ତି Jagrati Shukla।  ଏହାର...

Amitabh Bachchan ୬୩ ବର୍ଷରେ ରେଡ୍‌ ଲାଇଟ୍‌ ଏରିଆ ଯାଇଥିଲେ ବିଗ୍‌ ବି! କ୍ଲବରେ…ବଡ଼ ଖୁଲାସା

ମୁମ୍ବାଇ: ଫିଲ୍ମ ର୍ନିମାତା ଅପୂର୍ବ ଲାଖିଆ Amitabh Bachchan ଙ୍କ ସହ ଜଡିତ ଏକ ତାଜୁବ କରିଦେବା ଭଳି କାହାଣୀ ଶେୟାର କରିଛନ୍ତି। ଅପୂର୍ବା ୨୦୦୫ରେ...

ଭାଲେଣ୍ଟାଇନ୍ସ ଡେ’ରେ ଜ୍ୟାକ୍‌ଲିନ୍‌ଙ୍କୁ ଦାମୀ ଉପହାର ଦେଲେ ସୁକେଶ: ଲେଖିଲେ ଭାବପ୍ରବଣ ଚିଠି

ଫେବୃଆରୀ ୧୪ ଭାଲେଣ୍ଟାଇନ୍ସ ଡେ’ରେ ମହାଠକ ସୁକେଶ ଚନ୍ଦ୍ରଶେଖର ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ନାଣ୍ଡିଜଙ୍କୁ ପାଇଁ ନିଜ ପ୍ରେମ ପ୍ରକାଶ କରିଥିଲେ। ସୁକେଶ ଏବେ ମଣ୍ଡୋଲି...

ନିଜ ବିବାହରେ ପିତାଙ୍କୁ ନିମନ୍ତ୍ରଣ କଲେନି ଏହି ଅଭିନେତା

ଅଭିନେତା ପ୍ରତୀକ ବବର ଏବଂ ପ୍ରିୟା ବାନାର୍ଜୀ ଭାଲେଣ୍ଟାଇନ୍ସ ଡେ’ରେ ବିବାହ ବନ୍ଧନlରେ ଆବଦ୍ଧ ହୋଇଛନ୍ତି। ପ୍ରତୀକଙ୍କ ସ୍ବର୍ଗତ ମାଆ ଏବଂ ପ୍ରସିଦ୍ଧ ଅଭିନେତ୍ରୀ ସ୍ମିତା...

ଓଡ଼ିଆ ସିନେ ପରଦାରେ ଢେଙ୍କାନାଳ ମାଟିର ମହକ

ଢେଙ୍କାନାଳ କଳା ସଂସ୍କୃତିର ଜିଲା ଭାବେ କେବଳ ରାଜ୍ୟ କାହିଁକି ଜାତୀୟସ୍ତରରେ ମଧ୍ୟ ନିଜର ସ୍ବତନ୍ତ୍ରତା ବଜାୟ ରଖିଛି। ଢେଙ୍କାନାଳର ପ୍ରତିଭାବାନ କଳାକାରମାନେ କେବଳ ଶାସ୍ତ୍ରୀୟ...

ଅର୍ଜୁନ-ମଲାଇକାଙ୍କ ପ୍ୟାଚ୍‌ଅପ୍‌

ମୁମ୍ବାଇ: କେତେବେଳେ ବ୍ରେକ୍‌ଅପ୍‌ ତ କେତେବେଳେ ପ୍ୟାଚ୍‌ଅପ୍‌। ଖବରର ଶିରୋନାମାରେ ରହିବାକୁ ପସନ୍ଦ କରନ୍ତି ବଲିଉଡ୍‌ର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ମଲାଇକା ଅରୋରା ଏବଂ ଅର୍ଜୁନ...

Valentine’s Day: ପ୍ରେମ ଦିବସରେ ନୂଆ ପ୍ରେମିକାଙ୍କ ନାଁ ଖୁଲାସା କଲେ Lalit Modi, ସୁସ୍ମିତା ସେନଙ୍କ ସହ ବ୍ରେକଅପ୍‌…

ନୂଆଦିଲ୍ଲୀ,୧୪।୨: IPL ପ୍ରତିଷ୍ଠାତା ତଥା ଏହାର ପୂର୍ବତନ ଅଧ୍ୟକ୍ଷ ଲଲିତ ମୋଦିଙ୍କ ଲଭଷ୍ଟୋରୀରେ breakup । ଅଭିନେତ୍ରୀ Sushmita Sen ଓ ଲଲିତ ମୋଦିଙ୍କ ମଧ୍ୟରେ...

ପୂର୍ବତନ ଗର୍ଲଫ୍ରେଣ୍ଡ୍‌ଙ୍କ ଡ୍ୟାନ୍ସ ଦେଖି ଚୁପ୍‌ ହୋଇଗଲେ ଅର୍ଜୁନ: କହିଲେ….

ବଲିଉଡ ଅଭିନେତା ଅର୍ଜୁନ କପୁର ଏବଂ ମଲାଇକା ଆରୋରା ଅଲଗା ହୋଇସାରିଛନ୍ତି। କିନ୍ତୁ ଯେତେବେଳେ ବି ସେମାନେ ଭେଟନ୍ତି ଉଭୟଙ୍କ ମଧ୍ୟରେ ବନ୍ଧୁତା ସ୍ପଷ୍ଟ ଭାବରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image