କ୍ୟାବିନେଟ୍‌ ନିଷ୍ପତ୍ତିକୁ ଓଷ୍ଟାର ବିରୋଧ

ଭୁବନେଶ୍ୱର,୯ା୩: ବ୍ଲକଗ୍ରାଣ୍ଟ୍‌ ଶିକ୍ଷକଙ୍କ ଅବସରକାଳୀନ ସହାୟତା ନିଷ୍ପତ୍ତିକୁ ଓଷ୍ଟା ବିରୋଧ କରିଛି। କ୍ୟାବିନେଟ୍‌ର ଏପରି ନିଷ୍ପତ୍ତିକୁ ବିକଳାଙ୍ଗ ଓ ବିକୃତ ମାନସିକତା କହିଛି ଓଷ୍ଟା। ଏଥିସହିତ ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଓଷ୍ଟା ପେନ୍‌ସନ୍‌ ଦାବି କରିଛି। କ୍ୟାବିନେଟ୍‌ର ଏହି ନିଷ୍ପତ୍ତିକୁ ବିରୋଧ କରି ଆସନ୍ତା ୧୧ ଓ ୧୨ରେ ବିଶାଳ ସମାବେଶ କରିବାକୁ ସଂଘ ପ୍ରସ୍ତୁତ ହେଉଛି।

Share