Posted inଜାତୀୟ

‘ନୈତିକତା ଦୃଷ୍ଟିରୁ ଆମ ଦେଶ ନିକୃଷ୍ଟ’

ନୂଆଦିଲ୍ଲୀ, ୪।୧: ପାକିସ୍ତାନର ଅବସରପ୍ରାପ୍ତ ଆର୍ମି ଅଫିସର ଆଦିଲ ରାଜାଙ୍କ ମନ୍ତବ୍ୟକୁ ନେଇ ପାକ୍‌ ଅଭିନେତ୍ରୀ କଡ଼ା ନିନ୍ଦା କରିବା ଆରମ୍ଭ କରିଛନ୍ତି। ଏକ ୟୁଟ୍ୟୁବ୍‌ ଭିଡିଓରେ ଆଦିଲ କହିଛନ୍ତି, ପାକ୍‌ ମିଲିଟାରି କେତେଜଣ ଅଭିନେତ୍ରୀଙ୍କୁ ନେଇ ରାଜନେତାମାନଙ୍କୁ ହନିଟ୍ରାପ୍‌ ଜାଲରେ ଫସାଉଛନ୍ତି। ଆଦିଲଙ୍କ ଏ ପ୍ରକାର ବିବାଦୀୟ ମନ୍ତବ୍ୟକୁ ବିରୋଧ କରି ପାକିସ୍ତାନ ଅଭିନେତ୍ରୀ ସାଜାଲ ଅଲ୍ଲୀ କହିଛନ୍ତି, ନୈତିକତା ଦୃଷ୍ଟିରୁ ଆମ ଦେଶ ନିକୃଷ୍ଟ ଏବଂ ବିକୃତ। କୌଣସି ବ୍ୟକ୍ତିଙ୍କ ଚରିତ୍ର ସଂହାର କରିବା ମାନବିକତାରୁ ସବୁଠାରୁ ଖରାପ ସ୍ଥିତି ଲେଖି ଟୁଇଟ୍‌ କରିଛନ୍ତି। ସେହିପରି ଆଉଜଣେ ପାକ୍‌ ନାୟିକା କୁବ୍ରା ଖାନ୍‌ ଏକ୍ସ-ମିଲିଟାରି ଅଫିସର ଆଦିଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଇନ୍‌ଷ୍ଟା ଷ୍ଟୋରିରେ ଚେତାବନୀ ଦେଇଛନ୍ତି। ଭିଡିଓକୁ ସେ ମିଛ ବୋଲି ଭାବି କୌଣସି ପ୍ରତିକ୍ରିୟା ଦେଉ ନ ଥିଲେ। ତିନି ଦିନ ଭିତରେ ଅଭିଯୋଗର ପ୍ରମାଣ ପ୍ରକାଶ କରନ୍ତୁ ନଚେତ୍‌ ସର୍ବସମ୍ମୁଖରେ କ୍ଷମା ମାଗନ୍ତୁ ବୋଲି କୁବ୍ରା କହିଛନ୍ତି। ଅନ୍ୟପକ୍ଷେ ଏ ପ୍ରକାର ମିଥ୍ୟ ଖବର ପ୍ରସାରଣ ତୁରନ୍ତ ରୋକାଯାଉ ବୋଲି ଅଭିନେତ୍ରୀ ମେହଓ୍ବିଶ୍‌ ହାୟାତ୍‌ ନିଜ ଇନ୍‌ଷ୍ଟା ପୋଷ୍ଟ୍‌ରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୀତୀଶ କୁମାରଙ୍କୁ ପ୍ରଶଂସା, ଲାଲୁଙ୍କୁ କଟାକ୍ଷ କଲେ ମୋଦି

ଭାଗଲପୁର,୨୪।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିହାରର ଭାଗଲପୁରରେ ପହଞ୍ଚି ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୧୯ତମ କିସ୍ତି ଜାରି କରିଛନ୍ତି। ଏହାସହ ବିଭିନ୍ନ ବିକାଶମୂଳକ...

Richest Chief Minister: ଭାରତର ସବୁଠାରୁ ଧନୀ ମୁଖ୍ୟମନ୍ତ୍ରୀ, ସମ୍ପତ୍ତି ଶୁଣିଲେ ଉଡିଯିବ ହୋସ୍‌

ନୂଆଦିଲ୍ଲୀ,୨୪।୨: ଭାରତୀୟ ରାଜନୀତି ବିଷୟରେ ଗୋଟିଏ କଥା ସତ୍ୟ ଯେ ଏଠାରେ କେବଳ ଧନୀ ଲୋକଙ୍କର ହିଁ ପ୍ରାଧାନ୍ୟ ରହିଛି। ପ୍ରକୃତରେ, ଭାରତରେ ନିର୍ବାଚନ ପ୍ରକ୍ରିୟା...

ମହାକୁମ୍ଭରେ ବୁଡ଼ ପକାଇଲେ ଖିଲାଡ଼ି ଷ୍ଟାର୍‌ ଅକ୍ଷୟ କୁମାର

ପ୍ରୟାଗରାଜର,୨୪।୨: ଉତ୍ତରପ୍ରଦେଶର ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭରେ ପବିତ୍ର ବୁଡ଼ ପକାଇବା ପାଇଁ ଲୋକଙ୍କ ଭିଡ଼ କମିବାର ନାଁ ନେଉନାହିଁ। ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବଡ଼...

କୋଟି କୋଟି ଚାଷୀଙ୍କ ଖାତାକୁ ଆସିଲା ପିଏମ୍‌ କିଷାନ ଟଙ୍କା, ଆପଣଙ୍କ ଆକାଉଣ୍ଟକୁ ଆସିଛି କି ନାହିଁ ଏମିତି କରନ୍ତୁ ଚେକ୍‌

ନୂଆଦିଲ୍ଲୀ,୨୪।୨: ସୋମବାର କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନାର ୧୯ତମ କିସ୍ତି ଯୋଗ୍ୟ ଚାଷୀ ପରିବାରଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର କରିଛନ୍ତି। ପିଏମ-କିଷାନ...

ଭାରତର ଚମତ୍କାର ବିଜୟ ପରେ ଆସିଲା IIT ବାବାଙ୍କ ପ୍ରତିକ୍ରିୟା: ଏମିତି କହିଲେ ସମସ୍ତେ ଶୁଣି ମୁଣ୍ଡରେ ଦେବେ ହାତ

ନୂଆଦିଲ୍ଳୀ,୨୪।୨: ଚାମ୍ପିଅନ୍ସ ଟ୍ରଫିରେ ଭାରତ ପାକିସ୍ତାନକୁ ୬ ଉଇକେଟରେ ପରାସ୍ତ କରିଛି। ସମଗ୍ର ମ୍ୟାଚ୍‌ରେ ଏପରି ଗୋଟିଏ ବି ଘଟଣା ଘଟି ନ ଥିଲା ଯେତେବେଳେ...

ମହାରାଷ୍ଟ୍ରରେ ପୌରନିର୍ବାଚନ ପୂର୍ବରୁ ସାକ୍ଷାତ କଲେ ଏହି ଦୁଇ ବଡ଼ ନେତା: ହେବକି ମେଣ୍ଟ!

ମୁମ୍ବାଇ,୨୪।୨: ଆଗକୁ ମହାରାଷ୍ଟ୍ର ପୌରନିର୍ବାଚନ। ନିର୍ବାଚନ ପୂର୍ବରୁ ସାକ୍ଷାତ କରିଛନ୍ତି ମହାରାଷ୍ଟ୍ରର ଏହି ଦୁଇ ବଡ଼ ନେତା। ଏହି ଦୁଇ ନେତାଙ୍କ ସାକ୍ଷାତ ପରେ ମହାରାଷ୍ଟ୍ରରେ...

ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଅତ୍ୟାଚାର ମାମଲାର ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୪।୨: ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାର ପ୍ରସଙ୍ଗ ଉଠାଇଥିବା ଆବେଦନର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। କୋର୍ଟ କହିଛନ୍ତି ଯେ ଏହା ଅନ୍ୟ...

ଦିଲ୍ଲୀ ବିଧାନସଭାର ୩ ଦିନିଆ ଅଧିବେଶନ ଆରମ୍ଭ: ଶପଥ ନେଲେ କାମଚଳା ବାଚସ୍ପତି

ନୂଆଦିଲ୍ଲୀ,୨୪।୨: ଦିଲ୍ଲୀରେ ଭାଜପାର ନୂଆ ସରକାର ଗଠନ ପରେ ପ୍ରଥମ ବିଧାନସଭା ଅଧିବେଶନ ସୋମବାର ଆରମ୍ଭ ହୋଇଛି। ଏହି ଅଧିବେଶନ ୩ ଦିନ ଧରି ଚାଲିବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image