‘ଆମର ଉଦ୍ଦେଶ୍ୟ ଅପହରଣ ନୁହେଁ, କେବଳ ହତ୍ୟା’

ତେଲ୍‌ ଅଭିଭ୍‌,୨ା୧୧: ଇସ୍ରାଏଲ ଏବଂ ହମାସ୍‌ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏକ ରିପୋର୍ଟ ଅନୁଯାୟୀ, ଇସ୍ରାଏଲର କିବୁତଜ୍‌ କଫର ଅଜାଙ୍କୁ ଲୁଟ୍‌ କରିବାରେ ସମ୍ପୃକ୍ତ ହମାସ୍‌ ଆତଙ୍କବାଦୀ କହିଛନ୍ତି, ତାଙ୍କର ଉଦ୍ଦେଶ୍ୟ କେବଳ ହତ୍ୟା କରିବା ଏବଂ ଅପହରଣ ନୁହେଁ।

ଅକ୍ଟୋବର ୭ରେ ଆକ୍ରମଣରେ ଦକ୍ଷିଣ ଇସ୍ରାଏଲରେ ହୋଇଥିବା କାର୍ଯ୍ୟକଳାପ ବିଷୟରେ ହମାସ୍‌ ଆତଙ୍କବାଦୀଙ୍କ ଫୁଟେଜ ସାମ୍ନାକୁ ଆସିଛି। ଆତଙ୍କବାଦୀ ଆହୁରି ମଧ୍ୟ କହିଛନ୍ତି, ତାଙ୍କୁ ଦେଖୁଥିବା ସମସ୍ତଙ୍କୁ ହତ୍ୟା କରିବାକୁ କୁହାଯାଇଛି।

Share