Categories: ଜାତୀୟ

ମୋଦିଙ୍କ ୩.୦ ସରକାରରେ ୭୧ ମନ୍ତ୍ରୀଙ୍କ ମଧ୍ୟରୁ ୨୭ ଓବିସି, ୧୦ ଦଳିତ, ୫ ଆଦିବାସୀ…

ନୂଆଦିଲ୍ଲୀ,୯।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତି ଭବନରେ ୭୧ ମନ୍ତ୍ରୀଙ୍କ ସହ ଶପଥ ଗ୍ରହଣ କରୁଛନ୍ତି। ଏଥିମଧ୍ୟରେ ପ୍ରାୟ ୨୧ ଟି ସବର୍ଣ୍ଣ, ୨୭ ଓବିସି, ୧୦ ଦଲିତ, ୫ ଆଦିବାସୀ ଏବଂ ୫ ସଂଖ୍ୟାଲଘୁ ସମ୍ପ୍ରଦାୟର ଏମପି ଅଛନ୍ତି। ଜାତି ସମୀକରଣକୁ ଦୃଷ୍ଟିରେ ରଖି ଭାଜପା କ୍ୟାବିନେଟକୁ ବିଭକ୍ତ କରିଛି। କେଉଁ ମନ୍ତ୍ରୀମାନେ କେଉଁ ଶ୍ରେଣୀର ଅଛନ୍ତି ଜାଣନ୍ତୁ।

ସବର୍ଣ୍ଣ- ଅମିତ ଶାହା, ଏସ ଜୟଶଙ୍କର, ମନସୁଖ ମାଣ୍ଡଭିୟ, ରାଜନାଥ ସିଂ, ଜିତିନ ପ୍ରସାଦ, ଜୟନ୍ତ ଚୌଧୁରୀ, ଧର୍ମେନ୍ଦ୍ର ପ୍ରଧାନ, ରାବଣ ବିଟ୍ଟୁ, ନିତିନ ଗଡକରୀ, ପୀୟୁଷ ଗୋୟଲ, ମନୋହର ଲାଲ ଖଟ୍ଟର, ଜିତେନ୍ଦ୍ର ସିଂ, ଗଜେନ୍ଦ୍ର ସିଂ ଶେଖାଓ୍ବତ , ସୁକାନ୍ତ ମଜୁମଦାର, ପ୍ରହ୍ଲାଦ ଯୋଶୀ, ଜେପି ନଡା, ଗିରିରାଜ ସିଂ, ଲଲନ ସିଂ, ସତୀଶ ଚନ୍ଦ୍ର ଦୁବେ ଅନ୍ତର୍ଭୁକ୍ତ।
ଓବିସି- ସିଆର ପାଟିଲ, ପଙ୍କଜ ଚୌଧୁରୀ, ଅନୁପ୍ରିଆ ପଟେଲ, ବି.ଏଲ ବର୍ମା, ରକ୍ଷାା ଖଡସେ, ପ୍ରତାପ ରାଓ ଯାଦବ, ଶିବରାଜ ସିଂ ଚୌହାନ, ଜ୍ୟୋତିରାଦିତ୍ୟ ସିନ୍ଧିଆ, ରାଓ ଇନ୍ଦ୍ରଜିତ ସିଂ, କୃଷ୍ଣପାଲ ଗୁର୍ଜର, ଭୁପେନ୍ଦ୍ର ଯାଦବ, ଭାଗୀରବ ଚୌଧରୀ, ନିତ୍ୟାନନ୍ଦ ରାୟ ଅନ୍ତର୍ଭୁକ୍ତ ।
ଦଳିତ- ଏସପି ବଘେଲ, କମଲେଶ ପାସୱାନ, ଅଜୟ ଟମଟା, ରାମଦାସ ଅଠାଓ୍ବେଲେ, ବିରେନ୍ଦ୍ର କୁମାର, ସାବିତ୍ରୀ ଠାକୁର, ଅର୍ଜୁନ ରାମ ମେଘୱାଲ, ଚିରାଗ ପାସୱାନ, ଜିତନ ରାମ ମାଂଝୀ, ରାମନାଥ ଠାକୁର ଅନ୍ତର୍ଭୁକ୍ତ।
ଆଦିବାସୀ- ଜୁଏଲ ଓରାମ, ଶ୍ରୀପଦ ୟେସୋ ନାୟକ, ସର୍ବାନନ୍ଦ ସୋନୋୱାଲ ଅନ୍ତର୍ଭୁକ୍ତ।

Share