Categories: ଜାତୀୟ

ହେଲିକପ୍ଟର ଦାନ କଲେ

ଅହମଦାବାଦ,୫।୨: ନିକଟରେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ହୋଇଥିବା ହରିକୃଷ୍ଣ ହୀରା କମ୍ପାନୀର ମାଲିକ ସାବଜି ଢୋଲକିଆ ୫୦ କୋଟି ଟଙ୍କାର ଏକ ନୂଆ ହେଲିକପ୍ଟର ସାମାଜିକ କାର୍ଯ୍ୟ ପାଇଁ ସୁରଟବାସୀଙ୍କୁ ଦାନ କରିଛନ୍ତି। ଢୋଲକିଆଙ୍କୁ ମେଡିକାଲ ଓ ଅନ୍ୟାନ୍ୟ ଜରୁରୀ କାର୍ଯ୍ୟ ପାଇଁ ତାଙ୍କ ପରିବାର ସଦସ୍ୟ ଏହି ହେଲିକପ୍ଟର ଦେଇଥିଲେ।

Share