Pratap Chandra Khandlwal, a home guard, who earned popularity due to his unique style of manning the traffic, has been living a life of deprivation and exclusion. While his moves entertain commuters, he is going through a hard-hitting time in his personal life. It has become tough for him to earn two meals a day with his meagre monthly salary. However, he doesn’t mind dancing in the scorching heat and encourage people to obey traffic rules.
ରାସ୍ତା ମଝିରେ ଭିନ୍ନ ଭିନ୍ନ ମୁଦ୍ରାରେ ଟ୍ରାଫିକ୍ ନିୟନ୍ତ୍ରଣ । କେତେବେଳେ ରାସ୍ତାରେ ବସିପଡି ତ ଆଉ କେତେବେଳେ ରାସ୍ତାର ଏପଟୁ ସେପଟୁ ଦୌଡି ଦୌଡି କରୁଛନ୍ତି ଟ୍ରାଫିକ ନିୟନ୍ତ୍ରଣ । ଏ ହେଉଛନ୍ତି ପ୍ରତାପ ଖଣ୍ଡୁଆଳ ଯେକି ଡ୍ୟାନସିଂ ଟ୍ରାପିକ୍ ପୋଲିସ ନାଁରେ ପରିଚିତ, କିନ୍ତୁ ସେ ଆଜି ଦୁଃଖରେ । ତାଙ୍କ ପାଖରେ ୨ଓଳି ଖାଇବାକୁ ଆର୍ଥିକ ସମ୍ବଳ ନାହିଁ । ପ୍ରତାପ କୁହନ୍ତି ଦରମା ବାବଦକୁ ଯେତିକି ଟଙ୍କା ତାଙ୍କୁ ମିଳୁଛି ସେତିକିରେ ପରିବାର ଚଳାଇବା କଷ୍ଟସାଧ୍ୟ।