Posted inVideo

‘Pain’ creeps into dancing cop Pratap’s life | ଦୁଃଖରେ ଡ୍ୟାନସିଂ ଟ୍ରାଫିକ୍ ପୋଲିସ ପ୍ରତାପ

Featured Video Play Icon

Pratap Chandra Khandlwal, a home guard, who earned popularity due to his unique style of manning the traffic, has been living a life of deprivation and exclusion. While his moves entertain commuters, he is going through a hard-hitting time in his personal life. It has become tough for him to earn two meals a day with his meagre monthly salary. However, he doesn’t mind dancing in the scorching heat and encourage people to obey traffic rules.

ରାସ୍ତା ମଝିରେ ଭିନ୍ନ ଭିନ୍ନ ମୁଦ୍ରାରେ ଟ୍ରାଫିକ୍ ନିୟନ୍ତ୍ରଣ । କେତେବେଳେ ରାସ୍ତାରେ ବସିପଡି ତ ଆଉ କେତେବେଳେ ରାସ୍ତାର ଏପଟୁ ସେପଟୁ ଦୌଡି ଦୌଡି କରୁଛନ୍ତି ଟ୍ରାଫିକ ନିୟନ୍ତ୍ରଣ । ଏ ହେଉଛନ୍ତି ପ୍ରତାପ ଖଣ୍ଡୁଆଳ ଯେକି ଡ୍ୟାନସିଂ ଟ୍ରାପିକ୍ ପୋଲିସ ନାଁରେ ପରିଚିତ, କିନ୍ତୁ ସେ ଆଜି ଦୁଃଖରେ । ତାଙ୍କ ପାଖରେ ୨ଓଳି ଖାଇବାକୁ ଆର୍ଥିକ ସମ୍ବଳ ନାହିଁ । ପ୍ରତାପ କୁହନ୍ତି ଦରମା ବାବଦକୁ ଯେତିକି ଟଙ୍କା ତାଙ୍କୁ ମିଳୁଛି ସେତିକିରେ ପରିବାର ଚଳାଇବା କଷ୍ଟସାଧ୍ୟ।


Enter your email to get our daily news in your inbox.

All Right Reserved By Dharitri.Com

Posted inVideo View All

Featured Video Play Icon

ଖାଲି ପେଟରେ କାହିଁକି ଖାଆନ୍ତି ଗ୍ୟାସ ବଟିକା?

ଅଧିକ ଖାଇ ଦେଲେ ଗ୍ୟାସ ହୁଏ , କିଛି ନ ଖାଇଲେ ବି ଗ୍ୟାସ ହୁଏ କାହିଁକି ? ଶୁଣନ୍ତୁ ଏନେଇ କଣ କହୁଛନ୍ତି ଡାକ୍ତର।

Featured Video Play Icon

ଟଙ୍କା କଟିବ କିନ୍ତୁ ATMରୁ ବହାରିବନି ଟଙ୍କା !

ଆପଣଙ୍କ ଆକାଉଣ୍ଟରେ ଯେତେ ଟଙ୍କା ଥିଲେ ବି ଏଟିଏମରୁ ବାହାରିବ ନାହିଁ ଟଙ୍କା। ଗୋଟିଏ ଥର ବିଫଳ ହେଇ ଆଉ ଥରେ ଚେଷ୍ଟା କଲେ ଟଙ୍କା...

Featured Video Play Icon

ଗଡ଼ର ରକ୍ଷାକର୍ତ୍ତୀ ବୋଲି ଗଡ଼ଚଣ୍ଡି

କଟକର ଆରାଧ୍ୟା ଦେବୀ ହେଉଛନ୍ତି ମା କଟକ ଚଣ୍ଡୀ ଠିକ୍ ଏହାର କିଛି ଦୂର ରେ ଅବସ୍ଥିତ ବାରବାଟି ଦୁର୍ଗ ଏବଂ ଏହାରି ଭିତରେ ମାଆ...

Featured Video Play Icon

ଚକଖଡିରେ ମତଦାନ ପାଇଁ ନିବେଦନ

ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଏକକାଳୀନ ଲୋକସଭା ଓ ବିଧାନସଭା ପାଇଁ ମେ ୨୦ ରେ ମତଦାନ ହେବ। ନିର୍ବାଚନର ଏହି ମହାପର୍ବରେ ସାମିଲ ହେବା...

Featured Video Play Icon

ମୁଖ୍ୟମନ୍ତ୍ରୀ ନିଜ ପାଇଁ କିଛି କରି ନାହାଁନ୍ତି ଆମ ପାଇଁ ସବୁ କରିଛନ୍ତି

ଭୁବନେଶ୍ୱର,୧୬ା୫: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରରେ ଏକ ବିଶାଳ ରୋଡ୍‌ ଶୋ’ କରି ଶକ୍ତି ପ୍ରଦର୍ଶନ କରିଛନ୍ତି। ବିଭିନ୍ନ ସ୍ଥାନରେ ଉପସ୍ଥିତ ଜନତା ମୁଖ୍ୟମନ୍ତ୍ରୀଙ୍କୁ ଦେଖିବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri