ଥରିଲା ପାକିସ୍ତାନ

ଇସଲାମାବାଦ୍‌,୨୯।୧: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଭୂମିକମ୍ପ ଅନୁଭୂତ ହୋଇଛି। ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ, ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୩ ମାପ କରାଯାଇଛି। ଭୂକମ୍ପ ଯୋଗୁ ଏପର୍ଯ୍ୟନ୍ତ କୌଣସି ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହେବାର ଖବର ନାହିଁ।
ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଇସଲାମାବାଦର ୩୭ କିଲୋମିଟର ପଶ୍ଚିମ ଏବଂ ଏହାର ଗଭୀରତା ଭୂମିଠାରୁ ୧୦ କିଲୋମିଟର ଦୂରରେ ଥିଲା।

Share