ଇସଲାମାବାଦ,୧୯।୫: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଆଣ୍ଟି ଟୋରୋରିଜିମ କୋର୍ଟରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ହିଂସା ମାମଲାରେ ଇମ୍ରାନଙ୍କୁ ଜୁନ ୨ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ମିଳିଛି। ଏହା ବ୍ୟତୀତ, ଅନ୍ୟ ଦୁଇ କେସ୍ରେ ମଧ୍ୟ ଇମ୍ରାନଙ୍କୁ ସମ୍ଭାବ୍ୟ କାର୍ଯ୍ୟାନୁଷ୍ଠାନ ପୂର୍ବରୁ ଜାମିନ ମିଳିଛି।