ସେନା ଆଡ୍ଡାରେ ଆତଙ୍କବାଦୀ ଆକ୍ରମଣ: ୪ ମୃତ, ୫ ଆହତ

ଇସଲାମାବାଦ,୧୨ା୭: ବୁଧବାର ପାକିସ୍ତାନର କ୍ୱେଟାର ଏକ ସାମରିକ ବେସ୍‌ ଉପରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି। ଏହି ଆତଙ୍କବାଦୀ ଆକ୍ରମଣରେ ଅତି କମ୍‌ରେ ୪ ପାକିସ୍ତାନୀ ସୈନ୍ୟ ନିହତ ହୋଇଥିବା ବେଳେ ୫ ଆହତ ହୋଇଥିବା ସେନା ଏବଂ ସୁରକ୍ଷା ଅଧିକାରୀ କହିଛନ୍ତି। ସେ କହିଛନ୍ତି, ଇସଲାମବାଦୀ ଆତଙ୍କବାଦୀମାନେ ବନ୍ଧୁକ, ଗ୍ରେନେଡ୍‌ ଏବଂ ରକେଟ ସାହାଯ୍ୟରେ ଆକ୍ରମଣ କରିଥିଲେ।

Share