Posted inଜାତୀୟ

ଖାନ୍‌ ମାର୍କେଟରେ ପାକିସ୍ତାନ ଜିନ୍ଦାବାଦ୍‌ ସ୍ଲୋଗାନ୍‌

ନୂଆଦିଲ୍ଲୀ, ୨୪।୧: ଜାନୁୟାରୀ ୨୬ ପୂର୍ବରୁ ରାଜଧାନୀ ଦିଲ୍ଲୀର ଖାନ୍‌ ମାର୍କେଟ ଅଞ୍ଚଳରେ ପାକିସ୍ତାନ ଜିନ୍ଦାବାଦ୍‌ ସ୍ଲୋଗାନ୍‌ ଦିଆଯାଉଥିବା ଘଟଣା ନେଇ ପୋଲିସ ଆକ୍ସନ୍‌ ମୋଡରେ ରହିଛି। ଶନିବାର-ରବିବାର ରାତ୍ର ୧ଟାରେ ତୋଗଲକ ରୋଡ୍‌ଠାରେ ଥିବା ପିିସିଆର୍‌ ଭ୍ୟାନ୍‌କୁ ଖବର ମିଳିଥିଲା ଯେ, ଖାନ୍‌ ମାର୍କେଟ ଅଞ୍ଚଳରେ କିଛି ଲୋକ ପାକିସ୍ତାନ ଜିନ୍ଦାବାଦ ସ୍ଲୋଗାନ ଦିଆଯାଉଛି। ଏହାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ସେଠାରେ ୩ ଯୁବତୀ, ୨ ଯୁବକ ଏବଂ ଜଣେ ଛୋଟପିଲା ଥିଲେ। ପୋଲିସ ସେମାନଙ୍କୁ ପଚରା ଉଚରା ଆରମ୍ଭ କରିଥିଲା। ଇଣ୍ଡିଆ ଗେଟ୍‌ ବୁଲିବାକୁ ଆସିଥିବା ସେମାନେ କହିଥିଲେ। ଭଡ଼ାରେ ୟୁଲୁ ବାଇକ୍‌ ଆଣି ସେମାନେ ରେସ୍‌ ଲଗାଇଥିଲେ। ରେସ୍‌ରେ ଯୋଗ ଦେଇଥିବା ପ୍ରତିଯୋଗୀଙ୍କ ନାମ ବିଭିନ୍ନ ଦେଶ ନାମରେ ନାମିତ କରିଥିଲେ। ରେସ୍‌ରେ ପାକିସ୍ତାନ ନାମ ଥିବା ପ୍ରତିଯୋଗୀଙ୍କୁ ଉତ୍ସାହିତ କରିବା ଲାଗି ସେମାନେ ଏଭଳି ସ୍ଲୋଗାନ୍‌ ଦେଇଥିବା କହିଥିଲେ। ପୋଲିସ ପକ୍ଷରୁ ସମ୍ପୃକ୍ତ ଯୁବତୀ-ଯୁବକଙ୍କ ସମ୍ପର୍କୀୟଙ୍କୁ ମଧ୍ୟ ପଚରା ଉଚରା କରୁଛନ୍ତି। ଘଟଣାର ତଦନ୍ତ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

India-China Relation: ଖୁସି ହେବ ଚାଇନା, ଭାରତ କଲା ଏମିତି କାମ ଯାହା ଚାଇନା କେବେ ଭାବି ନ ଥିବ

ନୂଆଦିଲ୍ଲୀ,୨।୪: ଭାରତର ବନ୍ଧୁତା ଯେତେ ସୁନ୍ଦର, ଏହାର ଶତ୍ରୁତା ମଧ୍ୟ ସେତିକି ବିପଦପୂର୍ଣ୍ଣ। ଗଲୱାନରେ ଚାଇନା ଏହାକୁ ବୁଝିପାରିଛି। ୨୦୨୦ ମସିହାରେ, ଭାରତ ଗଲୱାନ ଉପତ୍ୟକାରେ...

AIକୁ ନେଇ ବଡ଼ ଭବିଷ୍ୟବାଣୀ କରିଦେଲେ ବାବା ଭେଙ୍ଗା, ଘିବିଲି…

ବାବା ଭେଙ୍ଗା ଅନେକ ଜିନିଷ ଉପରେ ଭବିଷ୍ୟବାଣୀ କରିଛନ୍ତି। ସେ ୧୯୧୧ରେ ଜନ୍ମଗ୍ରହଣ କରିଥିଲେ ଏବଂ ୧୯୯୬ ମସିହାରେ ମୃତ୍ୟୁବରଣ କରିଥିଲେ। କିନ୍ତୁ ତାଙ୍କ ମୃତ୍ୟୁ...

ଯୁବକବି ସୁନୀଲଙ୍କୁ ‘ସ୍ରୋତସିନୀ ଯୁବ ସାହିତ୍ୟ ସମ୍ମାନ’

ଗଞ୍ଜାମ,୨।୪(ବିଦ୍ୟାଧର ସାହୁ): ସ୍ରୋତସିନୀ ସାହିତ୍ୟ ସଂସଦର ଦିତୀୟ ବାର୍ଷିକ ଉତ୍ସବ ସ୍ଥାନୀୟ ଶଙ୍କର ଭବନ (ବ୍ରହ୍ମପୁର)ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ବାର୍ଷିକ ଉତ୍ସବରେ ନବରସ କାର୍ଯ୍ୟକ୍ରମ,...

INDIA ମେଣ୍ଟର ବୈଠକରେ କ’ଣ ହେଲା ଯୋଜନା, କେମିତି ସରକାରଙ୍କୁ ବ୍ୟାକଫୁଟକୁ ଆଣିବେ ବିରୋଧୀ, ଏମପି କହିଲେ…

ନୂଆଦିଲ୍ଲୀ,୨।୪: ସାରା ଦେଶରେ ଆଲୋଚନାର ବିଷୟ ଥିବା ୱାକଫ (ସଂଶୋଧନ) ବିଲ ବୁଧବାର (୨ ଏପ୍ରିଲ) ଲୋକ ସଭାରେ ଆଲୋଚନା ଏବଂ ପାସ ପାଇଁ ଉପସ୍ଥାପିତ...

ବଡ଼ ଘୋଷଣା କଲେ ଟ୍ରମ୍ପ, ଭାରତକୁ କରିଦେଲେ ଚ୍ୟାଲେଞ୍ଜ!

ଓ୍ବାଶିଂଟନ୍‌,୨।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ଅର୍ଥାତ ୨ ଏପ୍ରିଲରେ ହ୍ବାଇଟ ହାଉସର ରୋଜ ଗାର୍ଡେନରେ ପାରସ୍ପରିକ ଶୁଳ୍କ ଘୋଷଣା କରିବାକୁ ଯାଉଛନ୍ତି। ତାଙ୍କର...

+୨ ପରୀକ୍ଷା ଖାତା ମୂଲ୍ୟାଙ୍କନ ଆରମ୍ଭ

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ): ରାଜ୍ୟରେ ଯୁକ୍ତ ୨ ପରୀକ୍ଷା ଖାତା ମୂଲ୍ୟାୟନ ବୁଧବାରଠାରୁ ଆରମ୍ଭ ହୋଇଛି। ରାଜ୍ୟ ସରକାର ଚଳିତ ବର୍ଷ ମାଟ୍ରିକ, ଯୁକ୍ତ ୨ ଏବଂ...

କାମରେ ଆସୁନି ଗୋଷ୍ଠୀ ଶୌଚାଳୟ: ଲକ୍ଷାଧିକ ଟଙ୍କା ଖର୍ଚ୍ଚକୁ ନେଇ ଉଠିଲା ପ୍ରଶ୍ନ

ଦାରିଙ୍ଗବାଡି,୨ /୪ (ଅରୁଣ ସାହୁ): ପରିବେଶକୁ ସ୍ବଚ୍ଛ ରଖିବା ପାଇଁ ସରକାର କୋଟି କୋଟି ଟଙ୍କା ଅନୁଦାନ ଦେଉଛନ୍ତି। ଏଥିପାଇଁ ପଞ୍ଚାୟତ ସମିତି ଏବଂ ପଞ୍ଚାୟତ...

୧୩ ଦିନିଆ ଗଞ୍ଜାମ ମା’ ଦକ୍ଷିଣ କାଳୀଙ୍କ ଦଣ୍ଡଯାତ୍ରା ଶୁଭାରମ୍ଭ

ଗଞ୍ଜାମ,୨।୪(ବିଦ୍ୟାଧର ସାହୁ): ଗଞ୍ଜାମ ସହରର ପ୍ରସିଦ୍ଧ ଶ୍ରୀ ଶ୍ରୀ ମା’ ଦକ୍ଷିଣ ଦଣ୍ଡକାଳୀଙ୍କ ୧୩ ଦିନବ୍ୟାପି ଦଣ୍ଡ ଯାତ୍ରା ବୁଧବାର ଶୁଭାରମ୍ଭ ହୋଇଛି l ଦାମୋଦରପୁର...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image