ବିଦେଶ ଖେଳିବାକୁ ଯାଇ ମହିଳାଙ୍କ ପର୍ସରୁ ଟଙ୍କା ଚୋରି କଲେ ପାକିସ୍ତାନୀ ଖେଳାଳି

ଇସଲାମବାଦ,୫।୩: ଦେବାଳିଆ ପରିସ୍ଥିତିରେ ଜୁଝୁଛି ପାକିସ୍ତାନ। ଅର୍ଥନତିକ ସଙ୍କଟ ପରେ ଏବେ ପାକିସ୍ତାନରେ ରାଜନୈତିକ ଅସ୍ଥିରତା ଦେଖାଯାଇଛି। କରଜରେ ବୁଡି ରହିଛି ଦେଶ। ଖାଇବାକୁ ପାଉ ନ ଥିବାବେଳେ ଦେଶର ନାଗରିକ ଏବେ ଚୋରି କରିବାକୁ ପଛାଉ ନାହାନ୍ତି। ନିକଟରେ ଏପରି ଏକ ଘଟଣା ଘଟିଛି। ଯାହାକୁ ନେଇ ପୁରା ଦେଶର ସମ୍ମାନ ପୁରା ଦୁନିଆରେ ପଦାରେ ପଡିଛି। ପାକିସ୍ତାନର ଜଣେ ଖେଳାଳି ବିଦେଶରେ ମହିଳା ଖେଳାଳିଙ୍କ ପର୍ସରୁ ଟଙ୍କା ଚୋରି କରିଥିବାର ଲଜ୍ଜାକର ଘଟଣା ଘଟିଛି।

ସୂଚନାଯୋଗ୍ୟ, ବକ୍ସର ଜୋହେବ ରାସିଦ ୫ଜଣ ସଦସ୍ୟ ଥିବା ପାକିସ୍ତାନ ଟିମ୍‌ ସହିତ ଇଟାଲିର ଅଲମ୍ପିକ କ୍ବାଲିଫିକେସନ ଇଭେଣ୍ଟରେ ଖେଳିବା ପାଇଁ ଯାଇଥିଲେ। ଏହି ସମୟରେ ଜୋହେବ ମହିଳା ସାଥୀ ଖେଳାଳି ଲେରା ଇକରାମଙ୍କ ପର୍ସରୁ ଟଙ୍କା ଚୋରି କରିଥିଲେ। ଏହାପରେ ଟିମକୁ ଛାଡି ସେ ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ଜଣାପଡିଛି। ଏହି ଚୋରି ଘଟଣାକୁ କେନ୍ଦ୍ର କରି ପାକିସ୍ତାନ ବକ୍ସିଂ ଫେଡରେସନର ଜଣେ ଅଧିକାରୀ ଇଟାଲିରେ ପାକିସ୍ତାନ ଦୂତାବାସଙ୍କୁ ସୂଚନା ଦେଇଛନ୍ତି। ପୋଲିସ ଏନେଇ ଏକ ମାମଲା ମଧ୍ୟ ରୁଜୁ କରାଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

IPL 2025 ପ୍ରଥମ ସପ୍ତାହରେ viewership ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ,୨୯।୩: IPL ସିଜିନ ୧୮ ଚମତ୍କାର ଭାବରେ ଆରମ୍ଭ ହୋଇଛି। କେବଳ ଗୋଟିଏ ସପ୍ତାହ ମଧ୍ୟରେ ଆମେ ଅନେକ ରୋମାଞ୍ଚକର ମ୍ୟାଚ ଦେଖିଛୁ। ଏହି ମ୍ୟାଚ୍‌ଗୁଡ଼ିକରେ...

Trump-Modi: ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ଟ୍ରମ୍ପ: କହିଲେ, ସେ ସବୁଠୁ ସ୍ମାର୍ଟ

ଓ୍ବାଶିଂଟନ,୨୯।୩: ଭାରତ ଏବଂ ଆମେରିକା ମଧ୍ୟରେ ଟାରିଫ୍‌ ଉପରେ ଚାଲିଥିବା ଆଲୋଚନା ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରିଛନ୍ତି। ହ୍ବାଇଟ...

୧୨ ବର୍ଷର ରେକର୍ଡ ଭାଙ୍ଗିଲେ ରଜତ ପାଟିଦାର: ଦ୍ୱିତୀୟ ଅଧିନାୟକ ଭାବେ…

ଚେନ୍ନାଇ,୨୯।୩: ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ଅର୍ଦ୍ଧଶତକ ହାସଲ କରି RCB ଅଧିନାୟକ ଭାବରେ ରଜତ ପାଟିଦାର ଇତିହାସ ସୃଷ୍ଟି କରିଛନ୍ତି। ସେ ଏହି ଷ୍ଟାଡିୟମରେ...

ସକାଳୁ ସକାଳୁ ଥରିଲା ଆଫଗାନିସ୍ତାନ: ଲୋକେ ଭୟରେ ଦୌଡିଲେ

କାବୁଲ,୨୯।୩: ଆଫଗାନିସ୍ତାନରେ ଶନିବାର ସକାଳୁ ଦୁଇଟି ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୭ ଏବଂ ୪.୩ ରହିଛି। ସ୍ଥାନୀୟ ସମୟ ସକାଳ...

ଅନ୍ତର୍ଜାତୀୟ ସହାୟତା ଲୋଡ଼ିଲେ ସାମରିକ ସରକାର: ଟ୍ରମ୍ପ କହିଲେ…

ନାପିଦାଉ/ବ୍ୟାଙ୍କକ୍‌,୨୯ା୩ମ୍ୟାନ୍‌ମାରରେ ଭୂକମ୍ପ ପରବର୍ତ୍ତୀ ଉଦ୍ଧାର କାର୍ଯ୍ୟ ଏବଂ ବିପନ୍ନଙ୍କୁ ଅତ୍ୟାବଶ୍ୟକ ରିଲିଫ୍‌ ସହାୟତା ଯୋଗାଇବା ବଡ଼ ଚ୍ୟାଲେଞ୍ଜ ପାଲଟିଛି। ଏହାକୁ ଦୃଷ୍ଟିରେ ରଖି ଆମ୍‌ନେଷ୍ଟି ଇଣ୍ଟରନ୍ୟାଶନାଲ...

ମ୍ୟାନମାର୍‌କୁ ରିଲିଫ୍‌ ସାମଗ୍ରୀ ପଠାଇଲା ଭାରତ

ନେପିଦାଉ,୨୯ା୩: ମ୍ୟାନମାର୍‌ରେ ହୋଇଥିବା ଭୟଙ୍କର ଭୂକମ୍ପ ପରେ, ଭାରତ ତୁରନ୍ତ ମାନବୀୟ ସହାୟତା ଭାବରେ ୧୫ ଟନ୍‌ରୁ ଅଧିକ ରିଲିଫ ସାମଗ୍ରୀ ପଠାଇଛି। ଭାରତୀୟ ବାୟୁସେନା...

ଭୂକମ୍ପ ପରେ ଧ୍ୱଂସର ଚିତ୍ର: ରେସ୍କ୍ୟୁ, ରିଲିଫ୍‌ ବଡ଼ ଚ୍ୟାଲେଞ୍ଜ

ନାପିଦାଉ/ବ୍ୟାଙ୍କକ୍‌/ ନୂଆଦିଲ୍ଲୀ,୨୯ା୩:ମ୍ୟାନ୍‌ମାରରେ ଶୁକ୍ରବାର ୭.୭ ତୀବ୍ରତା ବିଶିଷ୍ଟ ଭୂକମ୍ପ ହୋଇଛି, ଯାହାର ପ୍ରଭାବ ଦେଶ ଭିତରେ ସୀମିତ ନ ରହି ଦକ୍ଷିଣପୂର୍ବ ଏସିଆକୁ ଥରାଇ ଦେଇଛି।...

ହକି ଇଣ୍ଡିଆ ସଭାପତି ଦିଲିପ ତିର୍କୀଙ୍କ ବଡ଼ ସୂଚନା: ଚେନ୍ନାଇ, ମଦୁରାଇରେ ଖେଳାଯିବ ଜୁନିୟର ପୁରୁଷ ହକି ବିଶ୍ୱକପ୍‌

ଚେନ୍ନାଇ, ୨୮ା୩: ଚେନ୍ନାଇ ଓ ମଦୁରାଇରେ ଏଫ୍‌ଆଇଏଚ୍‌ ଜୁନିୟର ପୁରୁଷ ହକି ବିଶ୍ୱକପ୍‌ ନଭେମ୍ବର ୨୮ରୁ ଡିସେମ୍ବର ୧୦ ପର୍ଯ୍ୟନ୍ତ ଖେଳାଯିବ। ହକି ଇଣ୍ଡିଆ ସଭାପତି...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image