ପାକିସ୍ତାନୀ ହିନ୍ଦୁ ଏମ୍‌ପିଙ୍କ ଅପିଲ୍‌: ହିନ୍ଦୁଙ୍କ ଉପରେ ଆକ୍ରମଣ ହେଉଛି, ଆମକୁ ରକ୍ଷା କର

ଇସଲାମାବାଦ୍‌,୨୮।୭: ପାକିସ୍ତାନରେ ହିନ୍ଦୁମାନଙ୍କ ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରିଛନ୍ତି ଜଣେ ହିନ୍ଦୁ ଏମ୍‌ପି। ଅଭିଯୁକ୍ତଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏବଂ ହିନ୍ଦୁ ସମ୍ପ୍ରଦାୟର ସୁରକ୍ଷା ପାଇଁ ସେ ପାକିସ୍ତାନ ସରକାରଙ୍କୁ ଅନୁରୋଧ କରିଥିଲେ।
ଏମ୍‌ପି କେସୁ ମଲ ଖିଲ ଦାସ ଟୁଇଟ କରି କହିଛନ୍ତି ଯେ, ଆମେ ହିନ୍ଦୁମାନେ ପାକିସ୍ତାନ ପାଇଁ ମଧ୍ୟ ଜୀବନ ଦେଇପାରିବୁ।ଏହା ଆମର ଦେଶ। ପାକିସ୍ତାନ ଆମର। ଆମେ ପାକିସ୍ତାନର ନାଗରିକ। ଆମକୁ ସୁରକ୍ଷା ଦେବା ଦେଶର କାମ। ତେଣୁ ଆମକୁ ରକ୍ଷା କରନ୍ତୁ।
ନିକଟରେ ସିନ୍ଧ ପ୍ରଦେଶର କାଶମୋରର ଘୌସପୁର ଅଞ୍ଚଳରେ ଏକ ହିନ୍ଦୁ ମନ୍ଦିର ଭଙ୍ଗାରୁଜା କରାଯାଇଥିଲା। ଏହାର କିଛି ଦିନ ପରେ କେସୁ ମଲ ଖିଲ ତାଙ୍କ ପ୍ରତିକ୍ରିୟା ଦେଇଥିଲେ। ହିନ୍ଦୁ ସମ୍ପ୍ରଦାୟର ସୁରକ୍ଷା ପାଇଁ ସେ ସଂସଦରେ ସରକାରଙ୍କୁ ଅନୁରୋଧ କରିଥିଲେ। ସଂସଦର ବାଚସ୍ପତି ରାଜା ପରଭେଜ ଆଶରଫ ହିନ୍ଦୁ ସମ୍ପ୍ରଦାୟର ସମ୍ପୂର୍ଣ୍ଣ ସମର୍ଥନ ନିଶ୍ଚିତ କରିଛନ୍ତି। ଆଶ୍ରାଫ କହିଛନ୍ତି ଯେ ତାଙ୍କୁ ଭୟ କରିବାର ଆବଶ୍ୟକତା ନାହିଁ। ହିନ୍ଦୁମାନଙ୍କୁ ସୁରକ୍ଷା ଦେବା ଏବଂ ସେମାନଙ୍କର ଅଧିକାରର ସୁରକ୍ଷା କରିବା ଦେଶର ଦାୟିତ୍ୱ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଉ କେବେ ବି ଭାରତ ଆସିପାରିବେନି ଟ୍ରମ୍ପ! ଲାଗିବ କଡ଼ା କଟକଣା?

ଆମେରିକାର ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଜାନୁଆରୀ ୧୦ ୨୦୨୫ରେ ଜଣେ ସାଂଘାତିକ ଅପରାଧୀ ଭାବରେ ଦୋଷୀ ସାବ୍ୟସ୍ତ କରାଯାଇଛି। ମେ ମାସରେ, ତାଙ୍କ ବିରୋଧରେ...

ଜାପାନରେ ୬.୯ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ, ସୁନାମି ଆଶଙ୍କା

ନୂଆଦିଲ୍ଲୀ, ୧୩।୧: ସୋମବାର ଜାପାନର କ୍ୟୁଶୁ ଅଞ୍ଚଳରେ ୬.୯ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ଏହି ଖବରକୁ ସ୍ଥାନୀୟ ପାଣିପାଗ ନିଶ୍ଚିତ କରିଥିବା ରିପୋର୍ଟ...

ବିପଦ ନା ଅବସର! କାଲିଫର୍ନିଆ-ଲସ ଆଞ୍ଜେଲ୍ସରେ ଲାଗିଥିବା ନିଆଁ କଏଦୀଙ୍କ ପାଇଁ ପାଲଟିଛି ଉତ୍ସବ!

ଲସ-ଆଞ୍ଜେଲ୍ସ,୧୩।୧: କାଲିଫର୍ନିଆ ଏବଂ ଲସ ଆଞ୍ଜେଲସ ଜଙ୍ଗଲରେ ବ୍ୟାପିଥିବା ନିଆଁ ସମୟ ସହିତ ଅଧିକ ଭୟଙ୍କର ହେବାରେ ଲାଗିଛି। ଅଗ୍ନିକାଣ୍ଡ ଯୋଗୁଁ ଏପର୍ଯ୍ୟନ୍ତ ୨୪ ଜଣଙ୍କର...

ଚାଇନାରୁ ଆସିଲା ଖୁସି ଖବର, କମିଲା HMPV ସଂକ୍ରମଣ

ବେଜିଂ,୧୩।୧: ଭାରତରେ HMPV ଭାଇରସ ମାମଲା ବୃଦ୍ଧି ପାଉଛି। ଏପର୍ଯ୍ୟନ୍ତ ଦେଶର ଅନେକ ରାଜ୍ୟରୁ ଏହି ଭାଇରସର ମାମଲା ରିପୋର୍ଟ ହୋଇଛି। ଚାଇନାରୁ ଆରମ୍ଭ ହୋଇଥିବା...

ଭାରତ ବିରୋଧରେ କଡ଼ା ଆକ୍ସନ ନେଲା ଶ୍ରୀଲଙ୍କା ଜାଣିଲେ ବିଶ୍ୱାସ ହେବନି

କଲମ୍ବୋ,୧୩।୧: ଶ୍ରୀଲଙ୍କା ନୌସେନା ଶନିବାର ରାତିରେ (ଜାନୁଆରୀ ୧୧) ମନ୍ନାରର ଉତ୍ତରରେ ଥିବା ସମୁଦ୍ର ଅଞ୍ଚଳରେ ଏକ ସ୍ବତନ୍ତ୍ର ଅଭିଯାନ ଚଳାଇ ଆଠ ଜଣ ଭାରତୀୟ...

ଉତ୍ତର କୋରିଆକୁ ଏମିତି ପ୍ରସ୍ତାବ ଦେଲେ ଜେଲନସ୍କି ଚମକି ପଡ଼ିଲା ବିଶ୍ୱ!

କ୍ୱିଭ,୧୩।୧: ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସକି ରୁଷିଆକୁ ସାହାଯ୍ୟ କରୁଥିବା ଉତ୍ତର କୋରିଆକୁ ଏକ ପ୍ରସ୍ତାବ ଦେଇଛନ୍ତି। ଯଦି ଉତ୍ତର କୋରିଆ ରୁଷିଆରେ ବନ୍ଦୀ ଥିବା...

ଟ୍ରମ୍ପଙ୍କ ଶପଥ ଗ୍ରହଣ ପୂର୍ବରୁ ମିଳିଛି ରେକର୍ଡ ପରିମାଣର ଦାନ, ଭବ୍ୟ ହେବ ଏହି ସମାରୋହ

ଓ୍ବାଶିଂଟନ,୧୩।୧: ବିଶ୍ୱର ବଡ଼ ବଡ଼ ଶିଳ୍ପପତି ଏବଂ ବିଶ୍ୱ ନେତାମାନେ ଜାନୁଆରୀ ୨୦ତାରିଖରେ ଆମେରିକାର ରାଜଧାନୀ ୱାଶିଂଟନରେ ଏକତ୍ରିତ ହୋଇପାରନ୍ତି। ପ୍ରକୃତରେ, ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି...

ଭାରତ ପରେ ଏବେ ସିଧାସଳଖ ବ୍ରିଟେନ ସହ ନେଉଛନ୍ତି ପଙ୍ଗା, ଶେଖ ହାସିନାଙ୍କ ପାଇଁ…

ଢାକା,୧୩।୧: କଥା କଥାରେ ଭାରତ ସହ ପଙ୍ଗା ନେଉଥିବା ମହମ୍ମଦ ୟୁନୁସ୍‌ ସରକାରଙ୍କ ଟାର୍ଗେଟ୍‌ରେ ଏବେ ବ୍ରିଟିଶ ପ୍ରଧାନମନ୍ତ୍ରୀ କୀର ଷ୍ଟାରମର। କାରଣ ହେଉଛନ୍ତି ଶେଖ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri