କିଛି ଛାଡିଲେନି, ଚାଇନା କଲ ସେଣ୍ଟରରୁ ଲୁଟିନେଲେ ପାକିସ୍ତାନୀ

ଇସଲାମାବାଦ,୧୮।୩: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଏକ ନକଲି କଲ ସେଣ୍ଟର ଚାଲିଥିଲା। ପାକିସ୍ତାନୀ ଅଧିକାରୀମାନେ ଏହା ବିଷୟରେ ଜାଣିବାକୁ ପାଇଲେ। ଏହା ପରେ, ପାକିସ୍ତାନର ଫେଡେରାଲ ତଦନ୍ତ ଏଜେନ୍ସି ନକଲି କଲ ସେଣ୍ଟର ଉପରେ ଚଢାଉ କରିଥିଲା। ଏହି କଲ ସେଣ୍ଟରଟି ଇସଲାମାବାଦର ସେକ୍ଟର F-11 ରୁ କାର୍ଯ୍ୟ କରୁଥିଲା। ଚାଇନା ନାଗରିକମାନେ ଏହାର ମାଷ୍ଟରମାଇଣ୍ଡ। ଚଢାଉ ପରେ, କଲ ସେଣ୍ଟର ବାହାରର ଦୃଶ୍ୟ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛି।
ପ୍ରକୃତରେ, ଚଢାଉ ସମୟରେ, ପାକିସ୍ତାନର ଲୋକମାନେ ନକଲି କଲ ସେଣ୍ଟରକୁ ଲୁଟି ନେଇଥିଲେ। ଯାହା ହାତରେ ଯାହା ପଡିଲା… ସେ ତାକୁ ନେଇ ଦୌଡ଼ିବା ଆରମ୍ଭ କଲା। ସୂଚନା ଅନୁଯାୟୀ, ଇସଲାମାବାଦ ସ୍ଥିତ ଏହି ନକଲି କଲ ସେଣ୍ଟରରୁ ସାରା ବିଶ୍ୱରେ ଠକେଇ କରାଯାଉଥିଲା। ଏନେଇ ପାକିସ୍ତାନୀ କର୍ତ୍ତୃପକ୍ଷ ୨୪ ଜଣଙ୍କୁ ଗିରଫ କରିଛନ୍ତି।
ସୂଚନା ଅନୁଯାୟୀ, ଯେତେବେଳେ ଅଧିକାରୀମାନେ ଚଢାଉ କରିବାକୁ ପହଞ୍ଚିଲେ, ସେତେବେଳେ ପଛ ପଟରୁ ବହୁ ସଂଖ୍ୟକ ଲୋକ ନକଲି କଲ ସେଣ୍ଟରରେ ପ୍ରବେଶ କରିଥିଲେ। କଲ ସେଣ୍ଟର ଡକାୟତିର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। କେନ୍ଦ୍ରରୁ ବହୁ ସଂଖ୍ୟକ ଲୋକ ବାହାରକୁ ଆସୁଥିବାର ଦେଖାଯାଉଛି। କାହା ହାତରେ ଲାପଟପ ଅଛି ତ କାହା ହାତରେ ମନିଟର ଅଛି। ଛୋଟ ଏବଂ ବୃଦ୍ଧ ସମସ୍ତେ ଲୁଟପାଟରେ ଲିପ୍ତ। ଲୋକମାନେ କଲ ସେଣ୍ଟରରୁ ଏକ୍ସଟେନ୍ସନ, କିବୋର୍ଡ, ଡେସ୍କଟପ, ଲାପଟପ, କଟଲେରୀ ସେଟ ଏପରିକି ଫର୍ଣ୍ଣିଚର ଲୁଟଇ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Trump on Sunita Williams: ପ୍ରତିଶ୍ରୁତି ଦେଇଥିଲୁ, ପୂରଣ କଲୁ: ସୁନୀତା ୱିଲିୟମ୍ସ ଫେରିବା ପରେ ଆତ୍ମବିଭୋର ହେଲେ ଟ୍ରମ୍ପ

ଫ୍ଲୋରିଡା,୧୯।୩: ଆମେରିକୀୟ ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ବୁଚ ୱିଲମୋର ୨୮୬ ଦିନ ପରେ ମହାକାଶରୁ ଫେରିଛନ୍ତି। ଦୁହେଁ ସ୍ପେସଏକ୍ସର ଡ୍ରାଗନ କ୍ୟାପସୁଲ ମାଧ୍ୟମରେ ଫ୍ଲୋରିଡା...

ପୃଥିବୀକୁ ଫେରି ପ୍ରଥମଥର ଏମିତି ପ୍ରତିକ୍ରିୟା ଦେଲେ ସୁନୀତା ୱିଲିୟମ୍ସ: ଭିଡିଓ ଦେଖିଲେ କହିବେ ବାଃ ବାଃ

ଫ୍ଲୋରିଡା,୧୯।୩: ଭାରତୀୟ ବଂଶୋଦ୍ଭବ ଆମେରିକୀୟ ମହାକାଶଚାରୀ ସୁନୀତା ୱିଲିୟମ୍ସ ୨୮୬ ଦିନ ପରେ ପୃଥିବୀକୁ ଫେରିଛନ୍ତି। ମହାକାଶ ଏଜେନ୍ସି ନାସାର ବୈଜ୍ଞାନିକଙ୍କ ଅନୁଯାୟୀ, ସୁନିତା ଏବଂ...

Sunita Williams Return Video: ସୁରକ୍ଷିତ ଭାବେ ପୃଥିବୀକୁ ଫେରିଲେ ସୁନୀତା ୱିଲିୟମ୍ସ: ଫ୍ଲୋରିଡା ଉପକୂଳରେ କଲେ ଅବତରଣ, ଦେଖନ୍ତୁ ଭିଡିଓ

ଫ୍ଲୋରିଡା,୧୯।୩: ନାସା ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ତାଙ୍କ ସହଯୋଗୀ ବୁଚ ୱିଲ୍‌ମୋର ୯ ମାସ ପରେ ଶେଷରେ ପୃଥିବୀକୁ ଫେରିଛନ୍ତି। ଉଭୟ ମହାକାଶଚାରୀ ବୁଧବାର...

ଶ୍ରମିକଙ୍କ ଠାରୁ କମ୍‌ ଦରମା ପାଉଛନ୍ତି ପାକିସ୍ତାନୀ ଖେଳାଳି, ଚମକାଇଲା ରିପୋର୍ଟ

ଇସଲାମବାଦ,୧୮।୩: ଯେବେଠୁ ପାକିସ୍ତାନ କ୍ରିକେଟ ବୋର୍ଡ ଚାମ୍ପିଅନ୍ସ ଟ୍ରଫି ଆୟୋଜନ କରିଛି, ସେବେଠାରୁ ଏହାର ଅବସ୍ଥା ଖରାପରୁ ଆହୁରି ଖରାପ ହୋଇଯାଇଛି। ଏଥିପାଇଁ ଖେଳାଳିଙ୍କ ଦରମା...

ସୁନୀତାଙ୍କୁ ନାସା ପକ୍ଷରୁ ମିଳିବ କେତେ ଟଙ୍କା କ୍ଷତିପୂରଣ, ଅନ୍ୟସବୁ ସୁବିଧା ବିଷୟରେ ବି ଜାଣନ୍ତୁ…

ଓ୍ବାଶିଂଟନ୍‌,୧୮।୩: ଫେରୁଛନ୍ତି ସୁନୀତା ଓ୍ବିଲିୟମ୍ସ। ନାସାର ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ବୁଚ ୱିଲମୋର ୮ ଦିନିଆ ମିଶନରେ ଅନ୍ତର୍ଜାତୀୟ ସ୍ପେସ ଷ୍ଟେସନ (ଆଇଏସଏସ)କୁ ଯାଇଥିଲେ,...

Sunita Williams Returns: ସମୁଦ୍ରରେ ଖସିଯିବେ ସୁନୀତା, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୮।୩: ନାସା ମହାକାଶଚାରୀ ସୁନୀତା ୱିଲିୟମ୍ସ ପୃଥିବୀକୁ ତାଙ୍କ ପ୍ରତ୍ୟାବର୍ତ୍ତନ ଯାତ୍ରାରେ ବାହାରି ଯାଇଛନ୍ତି। ଏହି ଅବସରରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ହୃଦୟସ୍ପର୍ଶୀ ଚିଠି...

ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାରର ପର୍ଦ୍ଦାଫାସ କଲେ ତୁଳସୀ, ରାଗିଗଲେ ୟୁନୁସ ସରକାର

ଢାକା,୧୮।୩: ସଂଖ୍ୟାଲଘୁ ସମ୍ପ୍ରଦାୟ ଉପରେ ହେଉଥିବା ନିର୍ଯ୍ୟାତନା ସମ୍ପର୍କରେ ଆମେରିକାର ଜାତୀୟ ଗୁପ୍ତଚର ନିର୍ଦ୍ଦେଶକ ତୁଲସୀ ଗବାର୍ଡଙ୍କ ମନ୍ତବ୍ୟକୁ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ପ୍ରତ୍ୟାଖ୍ୟାନ କରିଛି।...

ସୁନୀତାଙ୍କ ଲ୍ୟାଣ୍ଡିଂ ସମୟରେ ବଡ଼ ବିପଦ, ପୃଥିବୀର ନିକଟତର ହେଲେ ଭସ୍ମ ହୋଇଯିବ ସ୍ପେସକ୍ରାଫ୍ଟ!

ନୂଆଦିଲ୍ଲୀ,୧୮।୩: ନାସାର ମହାକାଶଚାରୀ ସୁନୀତା ୱିଲିୟମ୍ସଙ୍କୁ ନେଇ ମହାକାଶଯାନ ପୃଥିବୀ ଅଭିମୁଖେ ଯାତ୍ରା କରିଛି। କିନ୍ତୁ ସୁନୀତାଙ୍କ ଅବତରଣ ସହଜ ହେବ ନାହିଁ ବୋଲି ମଧ୍ୟ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image