‘ବିଶ୍ୱର ସବନିମ୍ନ ବାସସ୍ଥଳୀ ଯୋଗ୍ୟ’ ଭାବେ ବିଶ୍ୱର ୫ଟି ସହର ମଧ୍ୟରେ ସ୍ଥାନ ପାଇଲା କରାଚି

ଇସଲାମବାଦ,୧୫।୭: ବିଶ୍ୱରେ ସବୁଠୁ କମ୍‌ ରହଣି ଯୋଗ୍ୟ ଭାବେ ବିଶ୍ୱର ଶ୍ରେଷ୍ଠ ପାଞ୍ଚଟି ସହର ମଧ୍ୟରେ ସ୍ଥାନ ପାଇଛି କରାଚି। ଏନେଇ ଇକୋନୋମିଷ୍ଟ ଇଣ୍ଟେଲିଜେନ୍ସ ୟୁନିଟ (ଇଆଇୟୁ) ସୂଚନା ଦେଇଛି। ଗ୍ଲୋବାଲ ଲାଇଭେବିଲିଟି ଇଣ୍ଡେକ୍ସ ୨୦୨୩ ଅଦୁଯାୟୀ ପାକିସ୍ତାନର କରାଚି ବିଶ୍ୱର ୧୭୩ଟି ସହର ମଧ୍ୟରୁ ୧୬୯ ସ୍ଥାନରେ ଅଛି। କରାଚି ପଛକୁ ଲାଗୋସ, ଆଲଜେର୍ସ, ତ୍ରିପୋଲି ଏବଂ ଦମିକ୍ସ ରହିଛି।

Share