୧୧ ଜୋନ୍‌ରେ ବିଜେଡି, ଭାଜପା ମାତ୍ର ୨

ବାଲେଶ୍ୱର ଅଫିସ,୨୭।୨: ବାଲେଶ୍ୱର ଜିଲାର ୧୩ ଜୋନକୁ ନେଇ ପ୍ରଥମ ପର୍ଯ୍ୟାୟ ଗଣତି ହୋଇଥିଲା। ଏଥିରେ ବିଜେଡି ୧୧ଟି ଜୋନରେ ଜିତିଥିବା ବେଳେ ଭାଜପା ୨ଟି ଜୋନ୍‌ରେ ଜିତିଥିବା ସୂଚନା ମିଳିଛି।

ଔପଦା-୧: ମୁନି ସିଂ(ବିଜେଡି)
ଖଇରା-୩: ଗଜେନ୍ଦ୍ର ପ୍ରସାଦ ଦାସ(ଭାଜପା)
ଜଳେଶ୍ୱର-୭: ତୁଳସୀ କିସ୍କୁ(ବିଜେଡି)
ନୀଳଗିରି-୧୧: ସୁବର୍ଣ୍ଣମଞ୍ଜରୀ ସିଂ(ବିଜେଡି)
ବସ୍ତା-୧୪: ବିଷ୍ଣୁପ୍ରିୟା ବୁଗୁ(ବିଜେଡି)
ବାହାନଗା-୧୮: ନୀଳାମ୍ବର ମହାଳିକ(ବିଜେଡି)
ବାଲିଆପାଳ-୨୧: କାଞ୍ଚନ ଜେନା(ବିଜେଡି)
ବାଲେଶ୍ୱର-୨୫: ଗୟାଧର ବେହେରା(ଭାଜପା)
ଭୋଗରାଇ-୩୦: ଗିରୀଶ କୁମାର ଦତ୍ତ(ବିଜେଡି)
ଭୋଗରାଇ-୩୧: ଦମୟନ୍ତୀ ସାହୁ(ବିଜେଡି)
ରେମୁଣା-୩୯: ଅଭିମନ୍ୟୁ ଧିନ୍ଦା(ବିଜେଡି)
ସିମୁଳିଆ-୪୦: କ୍ଷିତିଶ କୁମାର ମହାନ୍ତି(ବିଜେଡି)
ସୋର-୪୩: ରେବତୀ ନାୟକ(ବିଜେଡି)
.

Share