Categories: Video

Papu Pom Pom makes fun of Ranu Mondal | ରାନୁ ମଣ୍ଡଳଙ୍କୁ କମେଡି କରି ଫସିଲେ ପପୁ ପମ୍‌ପମ୍‌

Just a few days after hurling sexist slurs on sprint queen Dutee Chand, comedian Papu Pom Pom landed himself in soup after imitating social media singing sensation Ranu Mondal. Supposedly in a TikTok video that has gone viral on social media, Papu can be seen donning a woman’s attire and lip-syncing her song ‘Teri Meri Kaahani’ that she recorded for Himesh Reshammiya

ପୁଣି ବିବାଦ ଘେରରେ ଓଲିଉଡର ହାସ୍ୟ ଅଭିନେତା ପପୁ ପମ୍‌ପମ୍‌ ଓରଫ ତତ୍ତ୍ବ ପ୍ରକାଶ। ନିଜର ନୂଆ ସିନେମାର ପୋଷ୍ଟରକୁ ନେଇ ପପୁ ଯେଉଁ ବିବାଦର ସାମ୍ନା କରିଥିଲେ ସେଥିରୁ ସମ୍ପୁର୍ଣ୍ଣ ମୁକୁଳିନଥିବାବେଳେ ଏବେ ପୁଣି ଥରେ ଆଉ ଏକ ଅଡୁଆ ସୂତାରେ ଛନ୍ଦି ହୋଇଯାଇଛନ୍ତି ଏହି ହାସ୍ୟ ଅଭିନେତା। ବର୍ତ୍ତମାନ ସମୟରେ ଯେଉଁ ମହିଳାଙ୍କୁ ନେଇ ଏବେ ସବୁଠୁ ଅଧିକ ଚର୍ଚ୍ଚା ହେଉଛି ତଥା ସୋସିଆଲ ମିଡିଆରେ ସେନସେସନ୍ ପାଲଟିଥିବା ରାନୁ ମଣ୍ଡଳଙ୍କୁ ମଧ୍ୟ ନକଲ କରିବାକୁ ପଛାଇ ନାହାଁନ୍ତି ପପୁ।