ଭୁବନେଶ୍ୱର,୪।୧୨(ବ୍ୟୁରୋ)-ନୟାଗଡ଼ ବହୁ ଚର୍ଚ୍ଚିତ ଶିଶୁକନ୍ୟା ପରୀ ହତ୍ୟା ମାମଲାରେ ନୟାଗଡ଼ ଜିଲାପାଳ ଓ ଏସପିଙ୍କୁ ସମନ କରିଛି ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (NCPCR)। ଉଭୟଙ୍କୁ ବ୍ୟକ୍ତିଗତ ହାଜିରା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏ ନେଇ NCPCR ଅଧ୍ୟକ୍ଷ ପ୍ରିୟଙ୍କ କାନୁନଗୋ ଟୁଇଟ କରି ସୂଚନା ଦେଇଛନ୍ତି।
summons has been issued to DM and SP of #nyaygarh for in personn presense in the matter of kidnapping and murder of a girl child, @NCPCR_ has received complaints aligning human organ trafficking https://t.co/IQ7BmOW1oY
— प्रियंक कानूनगो Priyank Kanoongo (@KanoongoPriyank) December 4, 2020