ଉଜ୍ଜୟିନୀରେ ମହାକାଳଙ୍କ ଦର୍ଶନ କଲେ ପରିଣିତି-ରାଘବ

ମୁମ୍ବାଇ: ଲଭ ବାର୍ଡ ପାରିଣିତି ଚୋପ୍ରା ଓ ରାଘବ ଚଢା ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ସେ ଡେଟିଂ ହେଉ କି ତାଙ୍କ ଏନଗେଜମେଣ୍ଟ ଫଟୋରେ। ଦୁହିଁଙ୍କ ଯୋଡିକୁ ନେଇ ବଲିଉଡରେ ସବୁବେଳେ ଚର୍ଚ୍ଚା ଜୋର ଧରିଥାଏ। ଏହି ଲଭ ବାର୍ଡ ସେପ୍ଟେମ୍ବର ୨୫ରେ ବିବାହ କରିବାକୁ ଯାଉଛନ୍ତି। ତେବେ ଶନିବାର ଅଭିନେତ୍ରୀ ପରିଣିତି ଓ ରାଜ୍ୟସଭା ସାଂସଦ ରାଘବ ଚଢା ଉଜ୍ଜୟିନୀରେ ଶିବଙ୍କ ଦର୍ଶନ କରିଛନ୍ତି।

Share