ବ୍ରେକ୍‌ଫାଷ୍ଟ୍‌ ମିଟିଗଂରୁ ବାଛିଥିଲେ ଜୀବନସାଥୀ…

ମୁମ୍ବାଇ: ବଲିଉଡର ଜଣାଶୁଣା ଅଭିନେତ୍ରୀ ପରିଣିତି ଚୋପ୍ରା ଏବଂ ଏଏପି ନେତା ରାଘବ ଚଡ୍ଡାଙ୍କ ଏନଗେଜ୍‌ମେଣ୍ଟ ଏବେ ସବୁଠି ଟ୍ରେଣ୍ଡ କରୁଛି। ପରିଣିତି ଇନଷ୍ଟାଗ୍ରାମରେ ତାଙ୍କର ଏନଗେଜ୍‌ମେଣ୍ଟ ଫଟୋ ସେୟାର କରିଛନ୍ତି। ଫଟୋ ସେୟାର କରିବା ସହ ପରିଣିତି ଜଣାଇଛନ୍ତି, ସେ କିପରି ନିଜ ପାଇଁ ରାଘବଙ୍କୁ ବାଛିଲେ।

ପରିଣିତି ରାଘବଙ୍କୁ ତାଙ୍କ ଜୀବନ ସାଥୀ ଭାବରେ ଏକ ଆକର୍ଷଣୀୟ ଢଙ୍ଗରେ ବାଛିଥିଲେ। ସେ କହିଛନ୍ତି, ରାଘବଙ୍କ ସହ ଥରେ ବ୍ରେକଫାଷ୍ଟ୍‌ କରିବା ସମୟରେ ସେ ତାଙ୍କୁ ଜୀବନସାଥୀ ଭାବେ ବାଛିବାକୁ ନିଷ୍ପତ୍ତି ନେଇଥିଲେ।

 

Share