Advertisement

ଯୋଗ କରୁଥିବା ବେଳେ ହଠାତ୍‌ ବିଗିଡିଲା କେନ୍ଦ୍ର ମନ୍ତ୍ରୀ ପଶୁପତି ପାରସଙ୍କ ସ୍ବାସ୍ଥ୍ୟାବସ୍ଥା

ହାଜିପୁର,୨୧।୬: ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ବିଗିଡିଲା କେନ୍ଦ୍ର ମନ୍ତ୍ରୀ ପଶୁପତି କୁମାର ପାରସଙ୍କ ସ୍ବାସ୍ଥ୍ୟାବସ୍ଥା। ବୁଧବାର ସକାଳେ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପଶୁପତି ପାରସ କୋନହାରା ଘାଟରେ ପହଞ୍ଚିଥିଲେ। ଯୋଗ ସମୟରେ ସ୍ବାସ୍ଥ୍ୟାବସ୍ଥା ବିଗିଡିବାରୁ ପଶୁପତି ପାରସଙ୍କ ପିଏ ଧରି ତାଙ୍କୁ ସୋଫାରେ ବସାଇଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share