Posted inଜାତୀୟ

ବିମାନବନ୍ଦରକୁ ବୋମାରେ ଉଡାଇ ଦେବାକୁ ଧମକ, ବଢ଼ାଗଲା ସୁରକ୍ଷା

ପାଟନା,୧୮।୬: ବିହାରର ପାଟନା ବିମାନବନ୍ଦରକୁ ବୋମାରେ ଉଡ଼ାଇଦେବାକୁ ଧମକ ମିଳିଛି। ଏହାପରେ ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ତେବେ ଇମେଳ୍‌ ଜରିଆରେ ଧମକ ମିଳିଥିବା ନେଇ ପାଟଣା ବିମାନବନ୍ଦର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।

ଏହା ପୂର୍ବରୁ ବଡୋଦରା ବିମାନବନ୍ଦର ଅଥୋରିଟିଙ୍କୁ ଇମେଲ ଜରିଆରେ ବୋମାରେ ଉଡାଇ ଦେବାକୁ ଧମକ ମିଳିଥିଲା। ଏହାପରେ ସିଆଇଏସ୍‌ଏଫରୁ ଆରମ୍ଭ କରି ସ୍ଥାନୀୟ ପୋଲିସ ବିମାନବନ୍ଦରରେ ଯାଞ୍ଚ ଆରମ୍ଭ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନା ମାଟିରୁ ଭାରତର ଗୁଣଗାନ କଲେ ମାଳଦ୍ୱୀପ ମନ୍ତ୍ରୀ

ନୂଆଦିଲ୍ଲୀ,୨୬।୬: ମାଳଦ୍ୱୀପର ଜଣେ ବରିଷ୍ଠ ମନ୍ତ୍ରୀ ତାଙ୍କର ପ୍ରଥମ ଚାଇନା ଗସ୍ତରେ ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ନିକଟରେ ଭାରତ ଗସ୍ତ ଏବଂ ତାଙ୍କ ଦେଶର ପର୍ଯ୍ୟଟନ...

ନାବାଳିକାଙ୍କୁ ବଳାତ୍କାର କରି ଫସିଲେ ଭାଜପା ନେତା: ଧରିଲା ପୋଲିସ

ନୂଆଦିଲ୍ଲୀ,୨୬ା୬: ଉତ୍ତରାଖଣ୍ଡର ହରିଦ୍ୱାରରେ ଜଣେ ୧୩ ବର୍ଷୀୟା ଝିଅଙ୍କୁ ବଳାତ୍କାର ପରେ ହତ୍ୟା ଅଭିଯୋଗରେ ଭାଜପା ନେତା ଆଦିତ୍ୟରାଜ ସାଇନି ଗିରଫ ହୋଇଛନ୍ତି। ଗିରଫଦାରି ପରେ...

ସାମ୍‌ ପିଟ୍ରୋଡାଙ୍କୁ ନେଇ ସତ ହେଲା ମୋଦିଙ୍କ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୨୬ା୬: କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖାର୍ଗେ ସାମ୍‌ ପିଟ୍ରୋଡାଙ୍କୁ ପୁଣି ଥରେ କଂଗ୍ରେସର ଓଭରସିଜ୍‌ ଅଧ୍ୟକ୍ଷ ନିଯୁକ୍ତ ଦେଇଛନ୍ତି। ଲୋକ ସଭା ନିର୍ବାଚନ ସମୟରେ...

ବଦଳିଯିବ ରାହୁଲ ଗାନ୍ଧୀଙ୍କ ଭାଗ୍ୟ! ଏପର୍ଯ୍ୟନ୍ତ ୧୨ ବିରୋଧୀ ଦଳ ନେତାଙ୍କ କେମିତି ଥିଲା କାର୍ଯ୍ୟକାଳ

ନୂଆଦିଲ୍ଲୀ,୨୬।୬: ଲୋକ ସଭା ବାଚସ୍ପତି ଓମ ବିର୍ଲା ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କୁ ଗୃହରେ ବିରୋଧୀ ଦଳର ନେତା ଭାବରେ ସ୍ବୀକୃତି ଦେଇଛନ୍ତି। ଲୋକ...

କଂଗ୍ରେସକୁ ଧ୍ୱଂସ ପାଇଁ ୧୫ ବର୍ଷ ନେଲେ ରାହୁଲ ଗାନ୍ଧୀ, ବିରୋଧୀଙ୍କୁ ବିନାଶ ପାଇଁ ଲାଗିବନି ୧୫ ମାସ

ଗାଜିଆବାଦ,୨୬।୬: ଆଚାର୍ଯ୍ୟ ପ୍ରମୋଦ କ୍ରିଷ୍ଣମ୍‌ ବୁଧବାର ପୁଣି ଥରେ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। ଲୋକ ସଭା ନିର୍ବାଚନ ଆରମ୍ଭ ହେବାର...

ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ଟଳିପଡ଼ିଲେ ୩ ଆତଙ୍କବାଦୀ

ଶ୍ରୀନଗର, ୨୬।୬:ଜମ୍ମୁ-କଶ୍ମୀରର ଡୋଡା ଜିଲା ଅନ୍ତର୍ଗତ ଗନ୍ଦୋହ ଅଞ୍ଚଳରେ ବୁଧବାର ସୁରକ୍ଷା ବାହିନୀଙ୍କ ଗୁଳିରେ ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି ଅଞ୍ଚଳରେ ଉକ୍ତ...

ବିବାହିତା ମହିଳାଙ୍କୁ ଚାକିରି ଦେଉନି ଫକ୍ସକନ୍; ରିପୋର୍ଟ ମାଗିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୬।୬: ଆଇଫୋନ୍ ନିର୍ମାତା ‘ଫକ୍ସକନ୍’ ଚେନ୍ନାଇରେ ଥିବା ଏହାର ଫ୍ୟାକ୍ଟ୍ରିରେ ବିବାହିତା ମହିଳାଙ୍କୁ ନିଯୁକ୍ତି ଦେଉ ନଥିବା ଖବର ପ୍ରକାଶ ପାଇବା ପରେ କେନ୍ଦ୍ର ସରକାର...

‘ରାମମନ୍ଦିର ଗର୍ଭଗୃହରେ ଟୋପାଏ ବି ପଡ଼ିନି ପାଣି’

ଅଯୋଧ୍ୟା,୨୬ା୬: ଅଯୋଧ୍ୟା ରାମମନ୍ଦିରରେ ପାଣି ଲିକ୍‌ ଖବର ପରେ ବୁଧବାର ଟ୍ରଷ୍ଟ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ସୋସିଆଲ ମିଡିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri