ଭିଜିଲାନ୍ସ ଜାଲରେ ଓଡ଼ିଶା ବନୀକରଣ ଅତିରିକ୍ତ ପିସିସିଏଫ୍‌

ଭୁବନେଶ୍ୱର, ୨୫।୧୧(ବ୍ୟୁରୋ): ଭିଜିଲାନ୍ସ ଜାଲରେ ଅତିରିକ୍ତ ପିସିସିଏଫ୍‌ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ବନୀକରଣ ଅତିରିକ୍ତ ପିସିସିଏପ୍‌ ଅଭୟକାନ୍ତ ପାଠକଙ୍କ ଘରେ ଭିଜାଲାନ୍ସ ଚଢ଼ାଉ କରିଛ। ଭୁବନେଶ୍ୱରର ୫ଟି ଏବଂ ମୁମ୍ବାଇ ଓ ପୁଣେର ୭ଟି ସ୍ଥାନରେ ଭିଜିଲାନ୍ସ ରେଡ୍‌ କରିଛି। ତାଙ୍କ ବିରୋଧରେ କୋଟି କୋଟି ଟଙ୍କାର ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିଥିବାର ଅଭିଯୋଗ ହେବା ପରେ ଭିଜିଲାନ୍ସ ଏହି ଚଢ଼ାଇ କରିଛି।

Share