Posted inଫୁରସତ

ଫ୍ରି ଆଇଫୋନ୍‌ ପାଇଁ ଏମିତି ଚ୍ୟାଲେଞ୍ଜକୁ ବି ଗ୍ରହଣ କରିନେଲେ ଲୋକେ

ଯେତେବେଳେ ମୋବାଇଲ ଫୋନ କିଣିବା କଥା ଆସେ, ଅଧିକାଂଶ ଲୋକ ଆଇଫୋନ କିଣିବା ପାଇଁ ରୁଚି ରଖନ୍ତି। ଏକ ନୂତନ ଆଇଫୋନ ସିରିଜ ଲଞ୍ଚ ହେବା ମାତ୍ରେ ଲୋକମାନେ ଏହାକୁ କିଣିବାର ସ୍ବପ୍ନ ଦେଖିବା ଆରମ୍ଭ କରି ଦେଇଛନ୍ତି। ଆଇଫୋନ ୧୫ ଲଞ୍ଚ କରାଯାଇଥିଲା । ଫୋନ ଲଞ୍ଚ ହେବା ମାତ୍ରେ ଏହାକୁ କିଣିବା ପାଇଁ ଦୁନିଆର ଅନେକ ସ୍ଥାନରେ ଲମ୍ବା ଧାଡି ଲାଗିଥିଲା। ଅନେକ ସ୍ଥାନରେ କ୍ରେତାଙ୍କ ଭିଡକୁ ନିୟନ୍ତ୍ରଣ କରିବା କଷ୍ଟକର ହୋଇଗଲା। ଯେତେବେଳେ ବି ଆଇଫୋନର ଏକ ନୂଆ ସିରିଜ ଆସେ, ଲୋକଙ୍କ ମଧ୍ୟରେ ସମାନ ପ୍ରକାରର କ୍ରେଜ ଦେଖାଯାଏ। ବର୍ତ୍ତମାନ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯାହାକୁ ଦେଖି ଆପଣ ଲୋକମାନଙ୍କ ମଧ୍ୟରେ ଆଇଫୋନ ପାଇଁ କେତେ କ୍ରେଜ ଅଛି ସେ ବିଷୟରେ ଜାଣିପାରିବେ।
ଏକ ଗେମ୍‌ରେ କେଶ କାଟିଲେ ଆଇଫୋନ ଦିଆଯିବ ବୋଲି ଏକ ଅଫର୍‌ ଦିଆଯାଇଥିଲା। ଅନେକ ଝିଅ ଏବଂ ପୁଅ ଅଫର୍‌ ପାଇଁ ଏକ ବୃତ୍ତରେ ଛିଡା ହୁଅନ୍ତି। ଭାଇରାଲ ଭିଡିଓରେ ଦେଖାଯାଇଛି ଯେ, ଜଣେ ଝିଅ କେଶ କାଟିବା ପାଇଁ ଚେୟାରରେ ବସିନ୍ତି। ସେ ଏକାସାଙ୍ଗରେ ହସୁଛନ୍ତି ଏବଂ କାନ୍ଦୁଛନ୍ତି ମଧ୍ୟ। କେଶ କଟାଯିବା ପରେ ସେ ଭୋ ଭୋ କାନ୍ଦିବାକୁ ଲାଗିଲେ। ତଥାପି ଆଫଫୋନ ନିଶା ଏମିତି ସେ କାନ୍ଦୁଥିବଲେ ମଧ୍ୟ ତାଙ୍କୁ ପୁଣି ହସୁଥିବାର ଦେଖାଯାଇଥିଲା। ଯେଉଁମାନେ ଏହି ଅଫରକୁ ଗ୍ରହଣ କରିଥିଲେ ସେମାନଙ୍କୁ ପୁରସ୍କାର ଭାବରେ ଏକ ଆଇଫୋନ ଦିଆଯାଇଥିଲା।

 

View this post on Instagram

 

A post shared by Rizzy Talk (@rizzytalk)


Enter your email to get our daily news in your inbox.

All Right Reserved By Dharitri.Com

୮ ଲକ୍ଷ ଖର୍ଚ୍ଚ କରିବା ସତ୍ତ୍ୱେ ବିଫଳ, ଶେଷରେ ୟୁଟ୍ୟୁବ୍‌ ଛାଡ଼ିଲେ ଫୁଡ୍‌ ବ୍ଲଗର

ନୂଆଦିଲ୍ଲୀ: ସମ୍ପ୍ରତି ୟୁଟ୍ୟୁବ୍‌ ରୋଜଗାରର ଏକ ମାଧ୍ୟମ ପାଲଟିଯାଇଛି। ସେଥିପାଇଁ ଅଧିକାଂଶ ଯୁବପିଢ଼ିଙ୍କ ମଧ୍ୟରେ ୟୁଟ୍ୟୁବର ହେବା ପାଇଁ କ୍ରେଜ୍‌ ବୃଦ୍ଧି ପାଇବାରେ ଲାଗିଛି। କିନ୍ତୁ...

ଖ୍ରୀଷ୍ଟମାସ ପୂର୍ବଦିନ ପୃଥିବୀରେ ହେବ ତାଣ୍ଡବ! ମାଡିଆସୁଛି ୧୨୦ ଫୁଟ୍‌ର ଆଷ୍ଟ୍ରୋଏଡ

ନୂଆଦିଲ୍ଲୀ,୨୦୧୨: ଖ୍ରୀଷ୍ଟମାସ ପୂର୍ବରୁ ଅର୍ଥାତ ଡିସେମ୍ବର ୨୪ରେ, ମହାକାଶରେ ବିରଳ ଘଟଣା ଘଟିବାକୁ ଯାଉଛି। ବୈଜ୍ଞାନିକଙ୍କ ଅନୁଯାୟୀ, ୧୨୦ ଫୁଟ ଲମ୍ବର ଆଷ୍ଟ୍ରୋଏଡ ପୃଥିବୀ ଆଡକୁ...

ଆଖି ବୁଜିଲେ କ୍ୟାନ୍‌ସର ସହ ଲଢ଼ୁଥିବା ଇଣ୍ଟରନେଟ୍‌ ସେନ୍‌ସେଶନ୍‌ ବିବେକ ପାଙ୍ଗେନି; ଶୁଖୁନି ପତ୍ନୀ ଶ୍ରୀଜାନାଙ୍କ ଆଖିର ଲୁହ

ନୂଆଦିଲ୍ଲୀ: ନିଷ୍ଠୁର ହୋଇଗଲେ ଭଗବାନ। ଦୀର୍ଘଦିନ ଧରି କ୍ୟାନ୍‌ସର ସହ ଲଢ଼ୁଥିବା ଇଣ୍ଟରନେଟ୍‌ ସେନ୍‌ସେଶନ ବିବେକ ପାଙ୍ଗେନି ଶେଷରେ ନିରବି ଗଲେ। ଦୁଇ ବର୍ଷ ଧରି...

ଶନିବାର ଲମ୍ବା ହେବ ରାତି, ମହାକାଶରେ ଦେଖାଯିବ…

ନୂଆଦିଲ୍ଲୀ,୧୯।୧୨: ସରିବାକୁ ଆସିଲାଣି ବର୍ଷ ୨୦୨୪। ତେବେ ବର୍ଷକ ୩୬୫ ଦିନରୁ ଏପରି ଏକ ଦିନ ଆସେ ଯେଉଁ ଦିନଟି ବର୍ଷର ଦିନ ସବୁଠୁ ଛୋଟ...

ଜନ୍ମ ନେଲା ବାଇଗଣୀ ରଙ୍ଗର ଶିଶୁ, ସର୍ଜରୀରେ ଖର୍ଚ୍ଚ ହେଲା ୪୨ କୋଟି

ଲସ ଆଞ୍ଜେଲସ,୧୯।୧୨: ପିଲାଟିଏ ଜନ୍ମ ହେଲେ ସୁଖର କୌଣସି ସୀମା ନନ ଥାଏ। ଲସ ଆଞ୍ଜେଲ୍ସର ବାସିନ୍ଦା ଆଣ୍ଡାଲୁସିଆ ମେସା ମଧ୍ୟ ତାଙ୍କର ପ୍ରସବକୁ ନେଇ...

‘ଏକତା ହିଁ ସର୍ବୋପରି’

ଦେଶର ବିକାଶରେ ପ୍ରତିଟି ନାଗରିକଙ୍କ ଗୁରୁତ୍ତ୍ୱପୂର୍ଣ୍ଣ ଯୋଗଦାନ ରହିଥାଏ। ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ସଦ୍‌ ଭାବ ଏବଂ ଭାଇଚାରା ଦ୍ବାରା ଦେଶର ଏକତା ବୃଦ୍ଧି ହୋଇଥାଏ।...

୨୦୨୫ ରେ ଏହି ରାଶିର ବଢିବ ଆୟ, ଜାଣନ୍ତୁ କେତେ ଶୁଭ ରହିବ

ନୂଆ ବର୍ଷ ୨୦୨୫ ଆରମ୍ଭ ହେବାକୁ ଆଉ କିଛିଦିନ ବାକି ଅଛି। ଆସନ୍ତୁ ଜାଣିବା ୨୦୨୫ରେ ଆୟ, ବ୍ୟାପାର, କ୍ୟାରିୟର, ବୈବାହିକ ଜୀବନ ଏବଂ ସ୍ୱାସ୍ଥ୍ୟ...

ଶତାୟୁ ମହିଳାଙ୍କ ୭ ମହାଦେଶ ଭ୍ରମଣ

ସିଡ୍‌ନୀ: ଯଦି ମନରେ ଉତ୍ସାହ ଏବଂ ଉଦ୍ଦୀପନା ଥାଏ ତେବେ କୌଣସି ମଧ୍ୟ ଲକ୍ଷ୍ୟକୁ ଅତି ସହଜରେ ପୂରଣ କରାଯାଇପାରିବ। ୧୦୨ ବର୍ଷୀୟା ଡୋରୋଥୀ ସ୍ମିଥ୍‌ଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri