କରୋନା ଭାଇରସ ସଂକ୍ରମଣ ସାରା ଦେଶ ପାଇଁ ବଡ଼ ଚିନ୍ତାର କାରଣ ପାଲଟିଛି । ଦେଶର ବିଭିନ୍ନ ବଡ଼ବଡ଼ ସହରରେ ଏବେ ସ୍ଥିତି ଖରାପ ହୋଇ ପଡିଛି। ଏମିତିକି ଡାକ୍ତରଖାନା ଏବଂ ଚିକିତ୍ସା ପାଇଁ ବ୍ୟବହାର ହେଉଥିବା ସମ୍ଭଳ ସରିବା ଆରମ୍ଭ କଲାଣି । ଗୁରୁତର ରୋଗୀଙ୍କୁ ଶଯ୍ୟା ଯୋଗାଇବା ଏବ ତାଙ୍କୁ ସୁସ୍ଥ କରିବା ବହୁ କଷ୍ଟକର ହୋଇ ପଡ଼ିଲାଣି।