ନିଜର ବିଜ୍ଞାପନ ପାଇଁ ଫଶିଗଲା ପାକିସ୍ତାନୀ ଏୟାରଲାଇନ୍ସ: ଟୁଇଟରରେ ୟୁଜର୍ସଙ୍କ ବିରୋଧ

ଇସଲମାବାଦ,୨।୫: କିଛି ଦିନରୁ ପାକିସ୍ତାନ ଚାରିଆଡୁ ସମସ୍ୟାରେ ପଡ଼ିଥିବା ବେଳେ ଏବେ ତାର ଏୟାରଲାଇନ୍ସ ବିବାଦ ଘେରକୁ ଚାଲିଆସିଛି। ସୂଚନାଯୋଗ୍ୟ, ପାକିସ୍ତାନୀ ଏୟାରଲାଇନ୍ସ ଯାତ୍ରୀଙ୍କ ପାଇଁ ନୁଆ ବ୍ରେକଫାଷ୍ଟର ବିଜ୍ଞାପନ ବାହାର କରିଛି, ଯାହାକୁ ଦେଖି ଲୋକମାନେ ଉତ୍ତ୍ୟକ୍ତ ହୋଇପଡ଼ିଛନ୍ତି। ନିକଟରେ ପାକିସ୍ତାନ ଅନ୍ତରାଷ୍ଟ୍ରୀୟ ଏୟାରଲାଇନ୍ସ(ପିଆଇଏ) ଏକ ବିଜ୍ଞାପନ ଜାରି କରିଛି। ଯେଉଁଥିରେ ଚିଜ୍‌ ଆମ୍‌ଲେଟ, ସସ୍‌ ଓ ବିନ୍‌ର ଫଟୋ ଦେଖିବାକୁ ମିଳିଛି। ଏଥିସହ ଏୟାରଲାଇନ୍ସର ବ୍ରେକଫାଷ୍ଟରେ ‘ଘରର ଖାଦ୍ୟ ଉପଲବ୍ଧ ହେବ’ ବୋଲି ଲେଖାଯାଇଛି। ଅପରପକ୍ଷରେ ପିଆଇଏ ଟୁଇଟ କରି କହିଛି ‘ଯେତେବେଳେ ଆପଣ ତାକୁ ଭାବିବାକୁ ଆରମ୍ଭ କରିବେ ସେତେବେଳେ ଆମେ ଆପଣଙ୍କୁ ଘରର ସ୍ବାଦ ସହ ଉପଲବ୍ଧ କରାଇବୁ’। ସେଥିରେ ଟିକେ ଲୁଣ ଓ ଗୋଲମରିଚ ପକାଇ ଶୁଭ ସକାଳର ସ୍ବାଗତ ପାଇଁ ସ୍ବାଦିଷ୍ଟ ଭୋଜନ ଆପଣଙ୍କୁ ସର୍ଭ କରିବୁ। ଏୟାରଲାଇନ୍ସର ଏହି ଟୁଇଟ ପରେ ଗୋଟିଏ ପରେ ଗୋଟିଏ ସୋସିଆଲ ୟୁଜର୍ସଙ୍କ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଜଣେ ୟୁଜର୍ସ କହିଛନ୍ତି ଏହି ଖାଦ୍ୟ ବିଲକୁଲ ପାକିସ୍ତାନୀ ନୁହେଁ। କିଏ କହୁଛି ସସ୍‌ ଓ ବିନ୍ସ ପାକିସ୍ତାନର ପାରମ୍ପରିକ ଖାଦ୍ୟ ବୋଲି। ଆପଣମାନଙ୍କୁ ସାଂସ୍କୃତିକ ପ୍ରଶିକ୍ଷଣର ଆବଶ୍ୟକତା ରହିଛି ବୋଲି ଜଣେ ୟୁଜର୍ସ କମେଣ୍ଟ ଦେଇଛନ୍ତି। ଅପରପକ୍ଷରେ ଆଉ ଜଣେ ୟୁଜର୍ସ ଏୟାରଲାଇନ୍ସକୁ କହିଛନ୍ତି, ଖାଇବାରେ ‘ଅଣ୍ଡା ପରାଠା’ ଦରକାର। ଆଉ ଅନ୍ୟ ଜଣେ ୟୁଜର୍ସ ଏହି ଖାଦ୍ୟକୁ ବ୍ରିଟିଶମାନଙ୍କର ପସନ୍ଦ। ହଲଓ୍ବା ପୁରୀ ନୁହେଁ। ଲୋକେ ଏହାକୁ ଇଂରେଜଙ୍କ ଖାଦ୍ୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମସ୍କଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦି

ଓ୍ବାଶିଂଟନ,୧୩।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ରାତିରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଭେଟି ବିଭିନ୍ନ ଦ୍ୱିପାକ୍ଷିକ ତଥା ଅନ୍ତର୍ଜାତୀୟ ପ୍ରସଙ୍ଗରେ ଆଲୋଚନା କରିବାକୁ ଥିବାବେଳେ ଏହା...

୩ ସନ୍ତାନଙ୍କ ହାତ ଧରି ମୋଦିଙ୍କୁ ଭେଟିବା ପାଇଁ ପହଞ୍ଚିଲେ ଏଲନ ମସ୍କ

ୱାଶିଂଟନ,୧୩।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ୱାଶିଂଟନ ଗସ୍ତରେ ଅଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ...

ଚାଲିଥିଲା ବିକ୍ଷୋଭ, ଦ୍ରୁତଗତିରେ କାର୍‌ ଆଣି ମଡାଇଦେଇ ଡ୍ରାଇଭର: ଆଉ ତା’ପରେ…

ବର୍ଲିନ,୧୩।୨: ଜର୍ମାନୀର ମୁନିଚ୍‌ ସହରରେ ଏକ ଅଭାବନୀୟ ଘଟଣା ଘଟିଛି। ସହରର କେନ୍ଦ୍ରଭାଗରେ ବିକ୍ଷୋଭ ଚାଲିଥିବା ବେଳେ ଏକ କାର୍‌ ମାଡି ଆସିବାରୁ ଛୋଟ ପିଲାଙ୍କ...

ଆମେରିକାରେ ମୋଦିଙ୍କୁ କେମିତି ଦିଆଯାଏ ସିକ୍ୟୁରିଟି, ଆଗରେ ଥାଆନ୍ତି ଖତରନାକ କମାଣ୍ଡୋ

ଓ୍ବାଶିଂଟନ୍‌,୧୩।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତରେ ଆସିଛନ୍ତି। ସେଠାରେ ସେ ହୱାଇଟ ହାଉସରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବେ। ମୋଦିଙ୍କ ଏହି ଆମେରିକୀୟ ଗସ୍ତ...

ଟ୍ରମ୍ପ କରୁଛନ୍ତି ବଡ଼ ଖେଳ! ପୁଟିନଙ୍କ ସହ ବଢାଉଛନ୍ତି ବନ୍ଧୁତା ସେପଟେ ମିଳିଲା କଡ଼ା ଧମକ

ଓ୍ବାଶିଂଟନ୍‌,୧୩।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଋେିଆ ସହିତ ବନ୍ଧୁତା କରିଛନ୍ତି। ବୁଧବାର ଋଷିଆ ରାଷ୍ଟ୍ରପତି ପୁଟିନଙ୍କ ସହ ସେ ଫୋନ ଯୋଗେ କଥା ହୋଇଛନ୍ତି।...

ମାତ୍ର ୮୭୫ଟଙ୍କାରେ ହାତେଇପାରିବେ ୭୫କୋଟିର ସମ୍ପତ୍ତି, ହେଲେ ଏତେ କୋଟିର ମାଲିକ ହେବା ପାଇଁ ମାନିବାକୁ ପଡିବ ଏହି ସର୍ତ୍ତ

ଆଜିର ସମୟରେ, ସମସ୍ତେ ସମ୍ପତ୍ତି କିଣିବାକୁ ଚାହାଁନ୍ତି ଏବଂ ଲୋକମାନେ ଶସ୍ତାରେ ସମ୍ପତ୍ତି ପାଇବାର ସୁଯୋଗ ଖୋଜନ୍ତି। ତଥାପି, ଏପରି ମଧ୍ୟ ଅନେକ ଥର ଘଟେ...

ମୋଦି ଆମେରିକା ଗସ୍ତରେ ଥିବାବେଳେ ଭାରତୀୟଙ୍କୁ ବଡ଼ ଝଟକା ଦେଲେ ଟ୍ରମ୍ପ, ନେଲେ ବଡ଼ ନିଷ୍ପତ୍ତି

ୱାଶିଂଟନ, ୧୩।୨: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିବା ପାଇଁ ଦୁଇ ଦିନିଆ ଗସ୍ତରେ ୱାଶିଂଟନରେ...

ହିନ୍ଦୁ ସମ୍ପ୍ରଦାୟଙ୍କୁ ବାଂଲାଦେଶରେ ଆକ୍ରମଣ, ୟୁନୁସଙ୍କ ମୁଖା ଖୋଲିଦେଲା ଜାତିସଂଘ

ନୂଆଦିଲ୍ଲୀ,୧୩।୨: ପଡୋଶୀ ବାଂଲାଦେଶରେ ସରକାର ଭାଙ୍ଗିବା ପରେ ସେଠାରେ ଦେଖା ଦେଇଥିବା ହିଂସାତ୍ମକ ବିଦ୍ରୋହ ସମୟରେ ଅଳ୍ପସଂଖ୍ୟକ ହିନ୍ଦୁଙ୍କ ଉପରେ ଅନେକ ଆକ୍ରମଣ ଖବର ଦେଖିବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image