Categories: ଜାତୀୟ

ପେରୁରେ ଏଲିଅନ ଆତଙ୍କ!

ପେରୁ,୧୩।୮: ପେରୁର ଏକ ଗାଁର ଏଲିଅନ ଆତଙ୍କ। ସାତ ଫୁଟ୍‌ ଉଚ୍ଚର ଏହି ଲମ୍ବା ପ୍ରାଣୀକୁ ଦେଖି ଗାଁ ଲୋକଙ୍କର ଛନକା ପଶିଛି। ଗୁଳି ମାରିଲେ ଟଳି ପଡିବ କଣ ଆଖି ସାମ୍ନାରୁ ଅଦୃଶ୍ୟ ହୋଇଯାଉଛି।

ପୋଲିସ ସୂତ୍ରରୁ ଜଣାପଡିଛି କି, ଏହି ଏଲିଅନ କଥାଟି ଗୁଜବ। ବେଆଇନ ସୁନା ଖଣି ଖନନରେ ଜଡିତ ଅପରାଧୀମାନେ ଏହି କାଣ୍ଡ କରିଥିବା ପୋଲିସ ସନ୍ଦେହ କରିଛି। ବ୍ରାଜିଲର ଓ ପ୍ରାଇମିରୋ କମାଣ୍ଡୋ ଦି କ୍ୟାପିଟାଲ’, କଲମ୍ବିଆର ’କ୍ଲାନ ଡେଲ ଗୋଲ୍ଫ’ ଆଦି ଖଣି ମାଫିଆମାନେ ଏଥିରେ ଜଡିତ ଅଛନ୍ତି।

Share