Categories: Videoରାଜ୍ୟ

ଚକଖଡିରେ ମତଦାନ ପାଇଁ ନିବେଦନ

ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଏକକାଳୀନ ଲୋକସଭା ଓ ବିଧାନସଭା ପାଇଁ ମେ ୨୦ ରେ ମତଦାନ ହେବ। ନିର୍ବାଚନର ଏହି ମହାପର୍ବରେ ସାମିଲ ହେବା ପାଇଁ ଖୋର୍ଦ୍ଧା ଜିଲା ଜଟଣୀ ହାଟବଜାରର ସୂକ୍ଷ୍ମ କଳାକାର ଏଲ ଈଶ୍ବର ରାଓ ଏକ କଲର ଚକଖଡିରେ ଭୋଟ ଫର ନେସନ, ଭୋଟ ଫର ଭୟସ, ବାର୍ତ୍ତା ଦେଇଛନ୍ତି।