ପିଜିଆଇର ଏମ୍‌ଏସ୍‌ ଧୋନି ସିଗ୍‌ନେଚର କଲେକ୍ସନ

ଭୁବନେଶ୍ୱର,୩୦।୯: ପ୍ଲାଟିନମ ଗିଲ୍‌ଡ ଇଣ୍ଟରନ୍ୟାଶନାଲ ବା ପିଜିଆଇ ଇଣ୍ଡିଆର ବହୁ ପ୍ରତୀକ୍ଷିତ ତଥା ସୁକ୍ଷ୍ମ କାରିଗରିରେ ନିର୍ମିତ ମେନ୍‌ ଅଫ ପ୍ଲାଟିନମ୍‌ ଏମ୍‌ଏସ୍‌ ଧୋନି ସିଗ୍‌ନେଚର କଲେକ୍ସନର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଭାରତୀୟ କ୍ରିକେଟ ଜଗତର କିମ୍ବଦନ୍ତୀ ଏମ୍‌ଏସ୍‌ ଧୋନିଙ୍କ ପ୍ରେରଣାଦାୟୀ ମୂଲ୍ୟବୋଧକୁ ଏହା ଶାଶ୍ୱତ କରୁଛି। ଏହି ସ୍ବତନ୍ତ୍ର କଲେକ୍ସନରେ ଭରପୂର ଡିଜାଇନ ରହିଛି, ଯାହା ଧୋନିଙ୍କର ଅନନ୍ୟ ଷ୍ଟାଇଲ ଏବଂ ଚମତ୍କାର ଯାତ୍ରାକୁ ପ୍ରତିଫଳିତ କରିବା ସହିତ ତାଙ୍କର ଅତୁଳନୀୟ ବ୍ୟକ୍ତିତ୍ୱ ଓ ମହାନତାକୁ ପ୍ରତିପାଦିତ କରୁଛି।
୯୫% ଶୁଦ୍ଧ ପ୍ଲାଟିନମ୍‌ରେ ପ୍ରସ୍ତୁତ ମେନ୍‌ ଅଫ ପ୍ଲାଟିନମ୍‌ର ଏହି କଲେକ୍ସନ ସ୍ବଚ୍ଛ, ଦମଦାର ଲାଇନ ଏବଂ ଏହାର ମୂଳରେ ଅତି ସୂକ୍ଷ୍ମ ଭାବରେ ପ୍ରସ୍ତୁତ କରାଯାଇଛି।
ଏ ସମ୍ପର୍କରେ ପିଜିଆଇ ଇଣ୍ଡିଆର ଏମଡି ବୈଶାଳୀ ବାନାର୍ଜୀ କହିଛନ୍ତି, ଏହି ଅନନ୍ୟ କଲେକ୍ସନରେ ଏମ୍‌ଏସ୍‌ ଧୋନିଙ୍କ ସହିତ ସହଭାଗିତା କରିବା ଏକ ସୌଭାଗ୍ୟ ଓ ଗୌରବର ବିଷୟ ହୋଇଛି। ଏହି କଲେକ୍ସନରେ ପ୍ରତ୍ୟେକଟି ପିସ୍‌ ତାଙ୍କର ସିଗ୍‌ନେଚର ବହନ କରୁଛି, ଏହାକୁ ବାସ୍ତବିକ ସ୍ବତନ୍ତ୍ର କରି ଗଢି ତୋଳୁଛି। ଏହା ଏଭଳି ଏକ ଭାଗୀଦାରି ଯାହା ଅତି ସୁନ୍ଦର ଜୁଏଲେରି ସୃଷ୍ଟି କରିବାର ଊର୍ଦ୍ଧ୍ୱରେ-ଏହା ଆମର ବ୍ରାଣ୍ଡ୍‌କୁ ଗୁଣବତ୍ତା ସହିତ ସମ୍ମିଶ୍ରିତ କରିବା ହୋଇଛି, ଯାହା ବାସ୍ତବରେ ଧୈର୍ଯ୍ୟ, ମଜଭୁତପଣ ଏବଂ ନେତୃତ୍ୱ ଭଳି ଆମ ଗ୍ରାହକମାନଙ୍କ ସହିତ ବାସ୍ତବରେ ମେଳ ଖାଉଛି। ଏମଏସ୍‌ ଧୋନିଙ୍କ ସହିତ ଏହି ସହଯୋଗିତା ଜରିଆରେ ଆମର ଦୃଢ ବିଶ୍ୱାସ ଯେ ଆମେ ପ୍ଲାଟିନମ୍‌ ପ୍ରତିନିଧିତ୍ୱ କରୁଥିବା ମୂଲ୍ୟବୋଧକୁ ଅଧିକ ସୁଦୃଢ କରିପାରିବୁ ଏବଂ ଦୀର୍ଘସ୍ଥାୟୀ ସଫଳତାର ପ୍ରତୀକ ଭାବରେ ଏହାର ଗରିମାକୁ ପୁନଃ ଉପରକୁ ଉଠାଇପାରିବୁ।


Enter your email to get our daily news in your inbox.

All Right Reserved By Dharitri.Com

ବିଳାସପୂର୍ଣ୍ଣ କାର ନିର୍ମାତାଙ୍କ ପାର୍ବଣ ଉପହାର

ଭୁବନେଶ୍ୱର,୩୦।୯: ଚଳିତ ପାର୍ବଣ ପୂର୍ବରୁ ବିଳାସପୂର୍ଣ୍ଣ କାର ର୍ନିମାତାଗୁଡିକଙ୍କ ପକ୍ଷରୁ ଫେଷ୍ଟିଭ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଚଳିତ ପାର୍ବଣ ଋତୁରେ ଗାଡି ବ୍ରିକି ବୃଦ୍ଧି...

ଅଲ୍‌ ଓଡ଼ିଶା ସେଲ୍ଫ୍‌ ଫାଇନାନ୍‌ସିଂ କଲେଜ ସଂଘର ବାର୍ଷିକ ସମ୍ମିଳନୀ

ଭୁବନେଶ୍ୱର,୩୦।୯ (ଅଭୟ ଦାଶ): ଅଲ୍‌ ଓଡ଼ିଶା ସେଲ୍ଫ୍‌ ପାଇନାନ୍‌ସିଂ କଲେଜର ବାର୍ଷିକ ସମ୍ମିଳନୀ ଭୁବନେଶ୍ୱରର ହୋଟେଲ୍‌ ପୁଷ୍ପକ୍‌ରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଆୟୋଜିତ ସାଧାରଣ ସଭା...

ଟିବିବିଡି-୨୪ ପ୍ରାରମ୍ଭରେ ୩୩ କୋଟିରୁ ଅଧିକ ଉପଭୋକ୍ତା ପରିଦର୍ଶନ

ଭୁବନେଶ୍ୱର,୩୦।୯: ଦେଶର ପ୍ରମୁଖ ଇ-କମର୍ସ ପ୍ଲାଟଫର୍ମ ‘ଫ୍ଲିପ୍‌କାର୍ଟ’ର ବହୁ ପ୍ରତୀକ୍ଷିତ ଦ ବିଗ୍‌ ବିଲିୟନ ଡେଜ୍‌ (ଟିବିବିଡି)ର ୧୧ତମ ସଂସ୍କରଣ ନିକଟରେ ଶୁଭାରମ୍ଭ ହୋଇଯାଇଛି। ଏପରିକି ଫ୍ଲିପ୍‌କାର୍ଟ...

ୟୁଏସ୍‌ ପୋଲୋର ନୂତନ ଆଉଟଲେଟ

ଭୁବନେଶ୍ୱର,୩୦।୯: ଭାରତର ଅଗ୍ରଣୀ କାଜୁଆଲ୍‌ ଓୟାର ବ୍ରାଣ୍ଡ୍‌ ତଥା ବିଶ୍ୱପ୍ରସିଦ୍ଧ ୟୁନାଇଟେଡ୍‌ ଷ୍ଟେଟ୍ସ ପୋଲୋ ଆସୋସିଏଶନ୍‌ (ୟୁଏସ୍‌ପିଏ)ର ରିଟେଲ ଚେନ ୟୁଏସ୍‌ ପୋଲୋ ଆସୋସିଏଶନ ବା...

ଜଳ ସଂରକ୍ଷଣରେ ଉଦାହରଣ ପାଲଟିଛି ପାରସତରାଇ

ଭୁବନେଶ୍ୱର,୩୦ା୯(ଅନୁରାଧା ମହାରଣା): ଦିନକୁ ଦିନ ଭୂତଳ ଜଳସ୍ତର ହ୍ରାସ ପାଇ ଚାଲିଥିବାବେଳେ ଏହା ଏକ ବୈଶ୍ୱିକ ସମସ୍ୟାରେ ପରିଣତ ହୋଇଛି। ଏପରି ସ୍ଥିତିରେ ଛତିଶଗଡ଼ ଧାମତାରୀ ଜିଲାର...

ଅଣ ବାସ୍‌ମତି ଚାଉଳ ରପ୍ତାନି ଉପରୁ କଟକଣା ହଟିଲା

ଭୁବନେଶ୍ୱର,୨୯।୯(ଅନୁରାଧା ମହାରଣା): ଅଣ ବାସ୍‌ମତି ଚାଉଳ ରପ୍ତାନି ଉପରେ କେନ୍ଦ୍ର ସରକାର ଲଗାଇଥିବା କଟକଣା ଶନିବାର ହଟାଇଦିଆଯାଇଛି। ତେବେ ଟନ୍‌ ପିଛା ସର୍ବନିମ୍ନ ରପ୍ତାନି ମୂଲ୍ୟ...

ଲକ୍ଷେ ଟପିଲା ରୁପା ଦର

ଭୁବନେଶ୍ୱର,୨୮।୯: (ଅଭୟ ଦାଶ): ପାର୍ବଣ ପୂର୍ବରୁ ପାରମ୍ପରିକ ଅଳଙ୍କାରଠାରୁ ମୂଲ୍ୟବାନ୍‌ ଗହଣାର ଦାମ୍‌ ରେକର୍ଡସ୍ତରରେ ପହଞ୍ଚତ୍ଛି। ଏପରିକି ଉଭୟ ଜାତୀୟ ଓ ଘରୋଇ ବଜାରରେ ସୁନା ଦର...

ଖସିଲା ଶେୟାର ବଜାର

ନୂଆଦିଲ୍ଲୀ,୨୮।୯: କ୍ରମାଗତ ଭାବେ ଘରୋଇ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟୁଛି। ଏପରିକି ଚଳିତ ସପ୍ତାହର ଶେଷ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ ଶେୟାର ବଜାରର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri