ଫିଲିପାଇନ୍ସରେ ଭୂକମ୍ପ ଝଟକା: ରିକ୍ଟର ସ୍କେଲ୍‌ରେ ତୀବ୍ରତା ୬.୦

ମାନିଲା,୭।୩: ଦକ୍ଷିଣ ଫିଲିପାଇନ୍ସରେ ମଙ୍ଗଳବାର ଏକ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୬.୦ ରେକର୍ଡ କରାଯାଇଛି। ତେବେ ଏହି ଭୂକମ୍ପ କ୍ଷୟକ୍ଷତି ସମ୍ପର୍କରେ ସୂଚନା ମିଳିନାହିଁ। ମିଣ୍ଡାନାଓ ଦ୍ୱୀପରେ ଥିବା ଦାବାଓ ଡି ଓରୋର ପାର୍ବତ୍ୟ ପ୍ରଦେଶର ମାରାଗୁସନ ନଗରପାଳିକାଠାରୁ କିଛି କିଲୋମିଟର ଦୂରରେ ଏହି ଭୂକମ୍ପ ଘଟିଥିଲା।

Share