ଶାର୍କ ଆକ୍ରମଣରେ ଆଖି ବୁଜିଲେ ଲୋକପ୍ରିୟ ଅଭିନେତା, ଶୋକରେ ବୁଡ଼ିଲା…

ଲଣ୍ଡନ: ଶାର୍କ ଆକ୍ରମଣରେ ଆଖି ବୁଜିଛନ୍ତି ହଲିଉଡ୍‌ ଅଭିନେତା ତମାୟୋ ପେରୀ। ‘ପାଇରେଟ୍‌ସ ଅଫ୍‌ ଦ କ୍ୟାରିବିଆନ୍‌’,‘ବ୍ଲୁ କ୍ରଶ’, ଚାର୍ଲିଜ୍‌ ଆଞ୍ଜେଲ୍ସ’ ଭଳି ଫିଲ୍ମରେ ଅଭିନୟ କରି ବାହାବାଃ ସାଉଁଟିଥିଲେ ସେ। ରବିବାର ଅପରାହ୍ନରେ ଗୋଟ୍‌ ସମୁଦ୍ରକୂଳ ନିକଟ ଓହୁରେ ଏକ ଘାତକ ଶାର୍କ ତାଙ୍କୁ ଆକ୍ରମଣ କରିଥିଲା। ଏନେଇ ଜଣାପଡ଼ିବା ପରେ ତୁରନ୍ତ ଆମ୍ବୁଲାନ୍ସ ସହ ପୋଲିସକୁ ଖବର ଦିଆଯାଇଥିଲା। ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ କ୍ଷତାକ୍ତ ଅବସ୍ଥାରେ କୂଳକୁ ଆଣିଥିଲେ। ହେଲେ ସେଠାରେ ହିଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଚିକିତ୍ସା ବେଳେ ଅଭିନେତାଙ୍କ ଶରୀରକୁ ଅନେକ ଥର ଶାର୍କ ଆକ୍ରମଣ କରିଥିବା ଦେଖାଯାଇଥିଲା। ତେବେ ଏନେଇ ଜଣାପଡ଼ିବା ପରେ ତାଙ୍କ ପ୍ରଶଂସକଙ୍କୁ ବଡ଼ ଝଟ୍‌କା ଲାଗିଛି। ଅନେକ ଅଭିନେତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୋନାକ୍ଷୀଙ୍କ ବିବାହର ୫ ଦିନ ପରେ ଶତ୍ରୁଘ୍ନ ସିହ୍ନା ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି

ବମ୍ବେ: ଗତ କିଛି ଦିନ ଧରି ବଲିଉଡ୍‌ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ନିଜର ବିବାହକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ପ୍ରେମିକ ଜାହିର ଇକବାଲଙ୍କୁ ସେ ବିବାହ...

ଆଶା ଭୋସଲେଙ୍କ ପାଦ ଧୋଇ ଆଶୀର୍ବାଦ ନେଲେ ସୋନୁ, ୟୁଜର୍ସ କହିଲେ ନେତା…

ମୁମ୍ବାଇ,୨୯।୬: ବଲିଉଡ ଗାୟକମାନଙ୍କ ବିଷୟରେ ଉଲ୍ଲେଖ କରାଯାଉଥିବା ବେଳେ ଏଥିରେ ଭେଟେରାନ ଗାୟକ ଆଶା ଭୋସଲେଙ୍କ ନାମ ଅନ୍ତର୍ଭୂକ୍ତ କରାଯାଇ ନ ଯିବା କେବେ ବି...

କଳ୍‌କୀ ପାର୍ଟ-୨’ରେ ଆସିବ ମହାପ୍ରଭୁ ଜଗନ୍ନାଥଙ୍କ ରଥ ଚକ୍ରର ଝଡ଼…

ନୂଆଦିଲ୍ଲୀ,୨୯।୬: ବଡ଼ ପରଦାରେ ଦର୍ଶକଙ୍କ ମନ ଜିଣୁଛି ରିବେଲ ଷ୍ଟାର ପ୍ରଭାସଙ୍କ ବହୁ ପ୍ରତିକ୍ଷିତ ସିନେମା ‘କଳକୀ ୨୮୯୮ ଏଡି’। ମହାଭାରତ ଯୁଦ୍ଧର ଶେଷ ମୁହୂର୍ତ୍ତରୁ...

ପ୍ରେମ, ଏକତାର ବାର୍ତ୍ତା ଦେଉଛନ୍ତି ଏଲ୍‌ଜିବିଟିକ୍ୟୁ+

ଜୁନ୍‌ ୧ରୁ ୩୦ ପର୍ଯ୍ୟନ୍ତ ବିଶ୍ୱବ୍ୟାପୀ ‘ପ୍ରାଇଡ୍‌ ମାସ’ ଭାବେ ପାଳନ କରାଯାଉଛି। ଏହି ସମୟରେ ବିଭିନ୍ନ ସ୍ଥାନରେ ଏଲ୍‌ଜିବିଟିକ୍ୟୁ+ କମ୍ୟୁନିଟିମାନେ ପ୍ରାଇଡ୍‌ ୱାକ୍‌, ପରେଡ୍ସ,...

ହିନା ଖାନଙ୍କୁ କ୍ୟାନସର, ଅଭିନେତ୍ରୀ କହିଲେ…

ମୁମ୍ବାଇ: ଅଭିନେତ୍ରୀ ହିନା ଖାନ ତାଙ୍କ ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରିଛନ୍ତି। ଏହା ଦେଖି ତାଙ୍କ ପ୍ରଶଂସକମାନେ ବହୁତ ନିରାଶ ହୋଇଯାଇଛନ୍ତି। ଅଭିନେତ୍ରୀ...

ସାମ୍ନାକୁ ଆସିଲା ଅନନ୍ତ-ରାଧିକାଙ୍କ ବିବାହ କାର୍ଡ

ମୁମ୍ବାଇ: ଅମ୍ବାନୀ ପରିବାରରେ ସାନ ବୋହୂ ଆସିବାକୁ ଯାଉଛନ୍ତି। ହଁ, ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ବିବାହ କରିବାକୁ ଯାଉଛନ୍ତି।...

ରିଲିଜ୍‌ ହେଲା ବହୁ ପ୍ରତିକ୍ଷିତ ”କଳ୍‌କୀ ୨୮୯୮ ଏଡି”; ଜବରଦସ୍ତ ଭିଏଫଏକ୍ସ ସାଙ୍ଗକୁ ଦେଖିବାକୁ ମିଳିଲା ବିଗ୍‌ ବି’ ଅମିତାଭଙ୍କ ଧମାଲ୍‌

ମୁମ୍ବାଇ,୨୭।୬: ବଡ଼ ପରଦାକୁ ଆସିଛି ବହୁ ପ୍ରତିକ୍ଷିତ ସିନେମା ”କଳ୍‌କୀ ୨୮୯୮ ଏଡି”। ପ୍ରଥମ ଶୋ’ରୁ ହିଁ ସିନେମାକୁ ଭଲ ପ୍ରତିକ୍ରିୟା ମିଳିଛି। ଗୁରୁବାର ଭୋରୁ...

ଆଜିଯାଏ କାହିଁକି ଅବିବାହିତ ଅଛନ୍ତି ସଲମାନ? ବାପା ସଲିମ କହିଲେ କାରଣ…

ବମ୍ବେ: ବଲିଉଡ୍‌ର ମୋଷ୍ଟ ଏଲିଜିବୁଲ ବ୍ୟାଚେଲର ହେଉଛନ୍ତି ଦବଙ୍ଗ ଖାନ୍‌ ସଲମାନ। ଏଯାଏ ଅବିବାହିତ ଥିବାରୁ ତାଙ୍କର ମହିଳା ପ୍ରଶଂସକଙ୍କ ସଂଖ୍ୟା କାହିଁରେ କେତେ। ଅନେକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri