Posted inVideo

Plastic free environment- ground realities | ପ୍ଲାଷ୍ଟିକ, ପଲିଥିନ୍ ମୁକ୍ତ ପରିବେଶ ! ଦେଖନ୍ତୁ ବାସ୍ତବ ଚିତ୍ର

Featured Video Play Icon

Usage of single-use polythene has a negative impact on the environment. It chokes our oceans, clogs flow of water and affects plant growth. In view of these, the state government has issued a directive to enforce plastic ban in the urban areas of the state beginning this Gandhi Jayanti. Dharitri Live did a ground study on how it is being enforced and what are the alternatives being used.

ପଲିଥିନ୍ ଓ ପ୍ଳାଷ୍ଟିକ୍ ସାମଗ୍ରୀ ବ୍ୟବହାର ଦ୍ବାରା ପରିବେଶ ଉପରେ କୁପ୍ରଭାବ ପଡୁଛି । ବୃକ୍ଷଲତା ବୃଦ୍ଧିରେ ମଧ୍ୟ ବାଧା ସୃଷ୍ଟି କରୁଛି । ଏସବୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ପୂର୍ବ ବର୍ଷ ଭଳି ଏଥର ମଧ୍ୟ ଗାନ୍ଧୀ ଜୟନ୍ତୀରୁ ପ୍ଲାଷ୍ଟିକ ମୁକ୍ତ ଓଡିଶା ଗଠନ କରିବାକୁ ନିର୍ଦ୍ଦେଶନାମା ଜାରି ହୋଇଛି । ତେବେ ଏହାକୁ କେତେ ଦୂର କାର୍ଯ୍ୟକାରୀ କରାଯାଉଛି ଏବଂ ଏହାର ବିକଳ୍ପ କଣ ବାହାରିଛି ତାହାର ବାସ୍ତବ ଚିତ୍ର ପରଖିବାକୁ ଧରିତ୍ରୀ ଲାଇଭ୍ ଟିମ୍ ରାଜଧାନୀର କିଛି ସ୍ଥାନରେ ପହଞ୍ଚିଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

Posted inVideo View All

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri