Posted inବଜେଟ

ପ୍ଲାଷ୍ଟୋର ନୂତନ ଉତ୍ପାଦ ଉନ୍ମୋଚିତ

ନୂଆଦିଲ୍ଲୀ,୨।୬: ଦେଶର ପ୍ରମୁଖ ପ୍ଲାଷ୍ଟିକ ସାମଗ୍ରୀ ଉତ୍ପାନକାରୀ ବ୍ରାଣ୍ଡ୍‌ ପ୍ଲାଷ୍ଟୋର ନୂତନ ଉତ୍ପାଦ ନିକଟରେ ଉନ୍ମୋଚିତ ହୋଇଯାଇଛି। ଏପରିକି ଦେଶର ପ୍ରଥମ ଉତ୍ପାଦନକାରୀ ବ୍ରାଣ୍ଡ୍‌ ଭାବେ ପ୍ଲାଷ୍ଟୋ ୮ ଲେୟାର ବିଶିଷ୍ଟ ପାଣିଟାଙ୍କିକୁ ବଜାର ପ୍ରବେଶ କରାଇଛି। ବିଶେଷକରି ବର୍ତ୍ତମାନ ସମୟର ପାଣିପାଗ ଓ ଗୁଣାତ୍ମକ ଉତ୍ପାଦରେ ପ୍ରସ୍ତୁତ ଏହି ୮ସ୍ତର ବିଶିଷ୍ଟ ଜଳ ସଂରକ୍ଷଣ ଡବାରେ ଅନେକ ବୈଶିଷ୍ଟ୍ୟ ସାମିଲ ରହିଛି। ସେହିଭଳି ଗ୍ରାହକ ଚାହିଦା ଓ ଆବଶ୍ୟକତାକୁ ଆଖି ଆଗରେ ରଖି ବ୍ରାଣ୍ଡ୍‌ ୮ ଲେୟାର ବିଶିଷ୍ଠ ପାଣିଟାଙ୍କିକୁ ସବୁ ବର୍ଗର ଲୋକ ଏବଂ ପାଣିପାଗ ଉପଯୋଗୀ ଭାବେ ନିର୍ମିତ ହୋଇଛି। ଏ ସମ୍ପର୍କରେ ଆର୍‌ସି ପ୍ଲାଷ୍ଟୋର ନିର୍ଦ୍ଦେଶକ ବିଶାଳ ଅଗ୍ରଓ୍ବାଲ ଏବଂ ନୀଲେଶ ଅଗ୍ରଓ୍ବାଲ କହିଛନ୍ତି, ପ୍ଲାଷ୍ଟୋ ପାଣିପାଇପ ଜନିତ କାର୍ଯ୍ୟ ଓ ବାସୋପଯୋଗୀ ପ୍ଲାଷ୍ଟିକ ଉତ୍ପାଦରେ ବଜାର ଲିଡର ଭାବେ ସ୍ବୀକୃତି ଲାଭ କରିଛି। ଗ୍ରାହକଙ୍କ ବିଶ୍ୱାସ ଓ ଉତ୍ପାଦର ଗୁଣବତ୍ତାକୁ ବଜାୟ ରଖିବା ବ୍ରାଣ୍ଡ୍‌ର ମୂଳ ଲକ୍ଷ୍ୟ । ସେହିପରି ବ୍ରାଣ୍ଡ୍‌ ଏହି ନୂତନ ଉତ୍ପାଦ ବଜାର ପ୍ରବେଶ କରାଇ ବେଶ୍‌ ଉତ୍ସାହ ଅଛି। କାରଣ ବ୍ରାଣ୍ଡ୍‌ ଉପରେ ଗ୍ରାହକଙ୍କ ଭରସା ରହିଛି। ଏପରିକି ଦୀର୍ଘ ବର୍ଷ ହେବ ଗ୍ରାହକଙ୍କ ଆବଶ୍ୟକତା ପୂରଣ ସାଙ୍ଗକୁ ଚାହିଦା ମେଣ୍ଟାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟା ନିୟନ୍ତ୍ରଣ, ଜଳସେଚନ ପ୍ରକଳ୍ପପାଇଁ ବଡ଼ ପ୍ୟାକେଜ୍‌ ଘୋଷଣା

ନୂଆଦିଲ୍ଲୀ,୨୪।୦୭: ବିଭିନ୍ନ ରାଜ୍ୟରେ ବନ୍ୟା ନିୟନ୍ତ୍ରଣ ବ୍ୟବସ୍ଥା ବଢ଼ାଇବା ଏବଂ ଜଳସେଚନ ପ୍ରକଳ୍ପଗୁଡ଼ିକର ବିକାଶ ପାଇଁ କେନ୍ଦ୍ର ବଜେଟରେ ଅର୍ଥମନ୍ତ୍ରୀ ୧୧,୫୦୦ କୋଟି ଟଙ୍କାର ଆର୍ଥିକ...

ଆଣବିକ ଶକ୍ତି, ପମ୍ପ୍‌ଡ ଷ୍ଟୋରେଜ୍‌, ଥର୍ମାଲ ପ୍ଲାଣ୍ଟକୁ ଗୁରୁତ୍ୱ ଦେଲେ ମୋଦି ସରକାର

ନୂଆଦିଲ୍ଲୀ,୨୪।୦୭: ଭାରତର ଶକ୍ତି ପରିବର୍ତ୍ତନ ଯୋଜନାରେ କ୍ଷୁଦ୍ର ମଡ୍ୟୁଲାର ଆଣବିକ ରିଆକ୍ଟର (ଏସ୍‌ଏମ୍‌ଆର୍‌), ପମ୍ପ୍‌ଡ ଷ୍ଟୋରେଜ ପ୍ରୋଜେକ୍ଟ ଏବଂ ଅଧିକ ଦକ୍ଷ ଥର୍ମାଲ ପ୍ଲାଣ୍ଟଗୁଡ଼ିକର ବିକାଶ...

ନିଯୁକ୍ତି, ଦକ୍ଷତା ବିକାଶକୁ ଗୁରୁତ୍ୱ ଦେଲେ ମୋଦି ସରକାର, ଏଥର ମିଳିବ ଚାକିରି

ନୂଆଦିଲ୍ଲୀ,୨୪।୦୭: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ମଙ୍ଗଳବାର ଲୋକ ସଭାରେ ଉପସ୍ଥାପନ କରିଥିବା ବଜେଟରେ ନିଯୁକ୍ତି, ଦକ୍ଷତା ବିକାଶକୁ ସର୍ବାଧିକ ଗୁରୁତ୍ୱ ଦେଇଛନ୍ତି। ୪.୧ କୋଟି ଯୁବବର୍ଗଙ୍କ ନିମନ୍ତେ...

ଗ୍ରାମାଞ୍ଚଳ ଜମି ପାଇଁ ଭୂ-ଆଧାର ବ୍ୟବସ୍ଥା କରିବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ, ୨୪।୦୭: କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରାମନ୍‌ ମଙ୍ଗଳବାର ସଂସଦରେ କେନ୍ଦ୍ରୀୟ ବଜେଟ ୨୦୨୪-୨୫ ଉପସ୍ଥାପନ କରି କହିଛନ୍ତି ଯେ ଉଭୟ ଗ୍ରାମାଞ୍ଚଳ ଏବଂ...

ଜାଣନ୍ତୁ କେଉଁ ମନ୍ତ୍ରଣାଳୟକୁ କେତେ କୋଟି ଦେଲେ କେନ୍ଦ୍ର ସରକାର…

ନୂଆଦିଲ୍ଲୀ, ୨୪।୦୭: ମନ୍ତ୍ରଣାଳୟ ଅନୁଯାୟୀ ବ୍ୟୟବରାଦ (କୋଟିରେ) ୧ ଅର୍ଥ ମନ୍ତ୍ରଣାଳୟ ୧୮,୫୮,୧୫୮.୫୨ ୨ ପ୍ରତିରକ୍ଷା ମନ୍ତ୍ରଣାଳୟ ୬,୨୧,୯୪୦.୮୫ ୩ ସଡ଼କ ପରିବହନ ଓ ରାଜପଥ...

ପ୍ରତିରକ୍ଷା କ୍ଷେତ୍ରକୁ ବିଶେଷ ଫୋକସ୍‌, ବଜେଟ୍‌ରେ ବଡ଼ ଘୋଷଣା

ନୂଆଦିଲ୍ଲୀ, ୨୪।୦୭: ୨୪-୨୫ ଆର୍ଥିକ ବର୍ଷର ନିୟମିତ କେନ୍ଦ୍ର ବଜେଟରେ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ୬,୨୧,୯୪୦.୮୫ କୋଟି ଟଙ୍କା (ପାଖାପାଖି ୭୫ ବିଲିୟନ ଆମେରିକୀୟ ଡଲାର) ଆବଣ୍ଟନ...

ଏହି କ୍ଷେତ୍ର ପାଇଁ ସବୁଠାରୁ ଅଧିକ ଟଙ୍କା ଘୋଷଣା କଲେ ମୋଦି ସରକାର

ନୂଆଦିଲ୍ଲୀ,୨୩।୦୭: ମୋଦି ସରକାରଙ୍କ ତୃତୀୟ ପାଳିର ସାଧାରଣ ବଜେଟ ସଂସଦରେ ଉପସ୍ଥାପନ ହୋଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୋଟିଏ ପରେ ଗୋଟିଏ ବିଭାଗ ପାଇଁ...

ଜାଣନ୍ତୁ ଏଥର ବଜେଟ୍‌ରେ କ’ଣ  ରହିଛି

ନୂଆଦିଲ୍ଲୀ,୨୩।୭: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ ଉପସ୍ଥାପନ କରିଛନ୍ତି। ଅଭିଭାଷଣ ଆରମ୍ଭରେ ଅର୍ଥମନ୍ତ୍ରୀ କହିଛନ୍ତି, ଲଗାତାର ତୃତୀୟ ଥର ପାଇଁ ମୋଦି ସରକାର କ୍ଷମତାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri