ବ୍ରିକ୍ସ ସମ୍ମିଳନୀ ୨୦୨୩: ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଭେଟିଲେ ମୋଦି

ଜୋହାନ୍ସବର୍ଗ,୨୫।୮: ଜୋହାନ୍ସବର୍ଗରେ ଅନୁଷ୍ଠିତ ହୋଇଥିବା ବ୍ରିକ୍ସ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଭେଟିଛନ୍ତି। ଦୁହେଁ ବ୍ରିକ୍ସ ଆଫ୍ରିକା ଆଉଟ୍ରିଚ ଏବଂ ବ୍ରିକ୍ସ ପ୍ଲସ ସଂଳାପରେ ଆଲୋଚନା କରିଥିଲେ। ଚନ୍ଦ୍ରାୟାନ ୩ର ସଫଳ ଅବତରଣ ପାଇଁ ଶେଖ ହସିନା ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Share