ଶୁକ୍ରବାର ଦକ୍ଷିଣ ଆଫ୍ରିକାରୁ ଗ୍ରୀସ ଯିବେ ପ୍ରଧାନମନ୍ତ୍ରୀ ମୋଦି

ଜୋହାନ୍ସବର୍ଗ,୨୪।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୫ ଅଗଷ୍ଟରେ ଗ୍ରୀସ ଗସ୍ତ କରିବେ। ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ବର୍ତ୍ତମାନ ଦକ୍ଷିଣ ଆଫ୍ରିକାରେ ଅଛନ୍ତି। ସେଠାରୁ ସେ ସିଧା ଗ୍ରୀସ ଯିବେ। ଗ୍ରୀସର ପ୍ରଧାନମନ୍ତ୍ରୀ କିରିଆକୋସ ମିତସୋତାକିସ୍‌ଙ୍କ ନିମନ୍ତ୍ରଣରେ ପ୍ରଧାନମନ୍ତ୍ରୀ ମୋଦି ଦକ୍ଷିଣ ପୂର୍ବ ୟୁରୋପୀୟ ଦେଶକୁ ଏକ ସରକାରୀ ଗସ୍ତ କରିବେ। ୪୦ ବର୍ଷ ମଧ୍ୟରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ଗ୍ରୀସ ଗସ୍ତ ହେବ।

Share