Posted inଜାତୀୟ

୫୦୦ ବର୍ଷ ଭିତରେ ମୋଦି ସବୁଠୁ ବଡ ନେତା, କହିଲେ ଏହି ରାଜ୍ୟର ମନ୍ତ୍ରୀ

ଭୋପାଳ,୫।୮: ଉତ୍ତରପ୍ରଦେଶର ଅଯୋଧ୍ୟାରେ ଥିବା ରାମ ମନ୍ଦିରର ଭୁମି ପୂଜନ ସମାରୋହ ବୁଧବାର ଅନୁଷ୍ଠିତ ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇଛନ୍ତି। ଭୂମି ପୂଜନକୁ ନେଇ ଅଯୋଧ୍ୟାରେ ଏକ ଉତ୍ସବର ପରିବେଶ ରହିଛି। ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଗଠନର ମୁଖ୍ୟ ମୋହନ ଭାଗବତ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଛନ୍ତି। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନ କହିଛନ୍ତି, କୋଟି କୋଟି ଦେଶବାସୀଙ୍କ ସ୍ବପ୍ନ ଆଜି ପୂରଣ ହୋଇଛି। ବିଶେଷ ଭାବେ ମୋଦି ଜୀଙ୍କୁ ଏଥିପାଇଁ ବିଶେଷ ଧନ୍ୟବାଦ। ସେ ନିଜ ସଂକଳ୍ପ ପୂରଣ କରିଛନ୍ତି। ଧାରା ୩୭୦ ଉଚ୍ଛେଦ ହେଉ କି ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଏସବୁ ମୋଦିଙ୍କ ଇଚ୍ଛା ଶକ୍ତି ଯୋଗୁ ସମ୍ଭବ ହୋଇପାରିଛି। ଗତ ୫୦୦ ବର୍ଷ ଭିତରେ ମୋଦି ସବୁଠୁ ବଡ ନେତା ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଝାଡ଼ଖଣ୍ଡରେ ମତଦାନ ଆରମ୍ଭ

ରାଞ୍ଚି,୧୩।୧୧: ଝାଡ଼ଖଣ୍ଡରେ ୪୩ ଆସନ ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ଭୋଟ। କଡ଼ା ସୁରକ୍ଷା ମଧ୍ୟରେ ଭୋଟିଂ ଆରମ୍ଭ ହୋଇଯାଇଛି। ମତଦାନ ପ୍ରକ୍ରିୟା ସନ୍ଧ୍ୟା ୫...

ମତଦାନ ପୂର୍ବରୁ ବଡ଼ ଓଲଟପାଲଟ, ଝାଡଖଣ୍ଡ ନିର୍ବାଚନରେ ହେବ ଓଡ଼ିଶା ଭଳି ରେଜଲ୍ଟ!

ନୂଆଦିଲ୍ଲୀ,୧୨।୧୧: ବୁଧବାର ଝାଡ଼ଖଣ୍ଡରେ ନିର୍ବାଚନ । ପ୍ରଥମ ପର୍ଯ୍ୟାୟରେ ୪୩ଟି ଆସନରେ ହେଉଛି ମତଦାନ । ସକାଳ ୭ଟାରୁ ଭୋଟିଂ ଆରମ୍ଭ ହେବ । ୬୮୩...

ସବୁ ମାସର ଦ୍ୱିତୀୟ ଶନିବାର ଛୁଟି ରହିବ ସ୍କୁଲ, ରାଜ୍ୟ ସରକାରଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୧୨।୧୧: ଛାତ୍ରୀଛାତ୍ରମାନଙ୍କ ପାଇଁ ବଡ଼ ଖୁସି ଖବର । ଏଣିକି ପ୍ରତ୍ୟେକ ମାସର ଦ୍ୱିତୀୟ ଶନିବାର ଛୁଟି ରହିବ ସ୍କୁଲ। ରାଜ୍ୟ ସରକାର ଏନେଇ ବଡ଼...

ଭୂକମ୍ପ ଝଟ୍‌କାରେ ଥରିଲା ସିକ୍କିମ

ଗ୍ୟାଙ୍ଗଟକ୍‌,୧୨।୧୧: ଥରିଲା ସିକ୍କିମ। ମଙ୍ଗଳବାର ଅପରାହ୍ନରେ ରାଜ୍ୟର କିଛି ଅଞ୍ଚଳରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତିବ୍ରତା ୩.୫ ଥିବା ଜଣାପଡ଼ିଛି।...

୧୦ ଲକ୍ଷ ଯୁବପିଢିଙ୍କୁ ମିଳିବ ଚାକିରି, ଏମାନଙ୍କର ଅଛି ଅଧିକ ଡିମାଣ୍ଡ

ନୂଆଦିଲ୍ଲୀ,୧୨।୧୧: ଦେଶରେ ଅନେକ ଯୁବପିଢି ଅଛନ୍ତି ଯେଉଁମାନେ ଚାକିରି ଖୋଜୁଛନ୍ତି, ତେବେ ସେମାନଙ୍କ ପାଇଁ ଖୁସି ଖବର। ଭାରତରେ ବଢୁଥିବା ସେମିକଣ୍ଡକ୍ଟର କ୍ଷେତ୍ରରେ ଲକ୍ଷ ଲକ୍ଷ...

ଆମ ଯୋଗାଯୋଗରେ ଅଛନ୍ତି ଶିନ୍ଦେ ଗୋଷ୍ଠୀର ୮ ବିଧାୟକ, ଜଣେ ମନ୍ତ୍ରୀ: ଆଦିତ୍ୟ ଠାକ୍‌ରେ ଚାଞ୍ଚଲ୍ୟକର ଖୁଲାସା

ପୁଣେ,୧୨।୧୧: ମହାରାଷ୍ଟ୍ରରେ ଭୋଟଦାନ ପୂର୍ବରୁ ଉଦ୍ଧବ ଠାକରେଙ୍କ ପୁଅ ତଥା ଶିବସେନା (ୟୁବିଟି) ନେତା ଆଦିତ୍ୟ ଠାକରେ ଏକ ଦାବି କରି ରାଜନୈତିକ ଉଷ୍ମତା ବୃଦ୍ଧି...

ଭାରତୀୟ ଯବାନମାନେ ଆତଙ୍କବାଦୀଙ୍କୁ ମାରିବା ପରେ ସେମାନଙ୍କ ମୃତଦେହକୁ କ’ଣ କରନ୍ତି? ସର୍ବସାଧାରଣ ସ୍ଥାନରେ…

ନୂଆଦିଲ୍ଲୀ,୧୨।୯: ଭାରତର ପ୍ରତିରକ୍ଷାରେ ନିୟୋଜିତ ଭାରତୀୟ ଯବାନମାନେ ସୀମା ଇଲାକାରେ କଡ଼ା ନଜର ରଖିଥାନ୍ତି। ଯେମିତି କୌଣସି ଅନୁପ୍ରବେଶକାରୀ କିମ୍ବା ଆତଙ୍କବାଦୀ ଦେଶ ଭିତରକୁ ପଶି...

ଏହି ଦିନ ଶେଷ ହେଉଛି ଆଧାର କାର୍ଡ ସହିତ ପାନକୁ ଲିଙ୍କ୍ କରିବାର ଶେଷ ତାରିଖ: ଅଚଳ ହୋଇଯିବ ପାନ୍ କାର୍ଡ

ନୂଆଦିଲ୍ଲୀ,୧୨।୧୧: ଆୟକର ବିଭାଗ କରଦାତାମାନଙ୍କୁ ସେମାନଙ୍କର ସ୍ଥାୟୀ ଆକାଉଣ୍ଟ ନମ୍ବର (ପାନ୍) କୁ ଡିସେମ୍ବର ୩୧, ୨୦୨୪ ପୂର୍ବରୁ ଆଧାର କାର୍ଡ ସହିତ ଲିଙ୍କ୍ କରିବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri