Categories: ଜାତୀୟ

ବିଶ୍ୱକର୍ମା ଜୟନ୍ତୀରେ ଏହି ଯୋଜନା ଆରମ୍ଭ କରିବେ ପ୍ରଧାନମନ୍ତ୍ରୀ, ଏମାନଙ୍କୁ ମିଳିବ ଲାଭ

ନୂଆଦିଲ୍ଲୀ,୧୫।୮: ଆଜି ସମଗ୍ର ଦେଶ ୭୭ତମ ସ୍ବାଧୀନତା ଦିବସ ପାଳନ କରୁଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି ଯେ, ସେ ସୁନା କାରିଗର, କାର୍ପେଟର, ରାଜମିସ୍ତ୍ରୀ, ଭଣ୍ଡାରୀ, ହସ୍ତଶିଳ୍ପୀ ଶ୍ରେଣୀକୁ ନୂତନ ଶକ୍ତି ଦେବାକୁ ଯାଉଛନ୍ତି। ଏଥିପାଇଁ ସେ ବିଶ୍ୱକର୍ମା ଜୟନ୍ତୀରେ ବିଶ୍ୱକର୍ମା ଯୋଜନା ଆରମ୍ଭ କରିବେ।

Share