Posted inଜାତୀୟ

ଦେଶକୁ ଆସିଗଲା ନୂଆ ରୋଗ! କଂଗ୍ରେସର ନାଁ ନ ନେଇ ବର୍ଷିଲେ ମୋଦି

ଗୁଆହାଟି,୧୪।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଆସାମ ଗସ୍ତରେ ଅଛନ୍ତି। ଗୁଆହାଟିରେ ସେ ଏକ ଜନସଭାକୁ ସମ୍ବୋଧନ କରିଛନ୍ତି। ଏହି ସମୟରେ ମୋଦି କହିଛନ୍ତି ଦେଶକୁ ଏକ ନୂଆ ରୋଗ ଆସିଯାଇଛି। ମୁଁ ଯେତେବେଳେ ଆପଣଙ୍କୁ ମୋ କାମର ଗଣତି କରାଉଛି ସେତେବେଳେ କେତେ ଲୋକଙ୍କୁ ଏହା ପସନ୍ଦ ଆସୁନାହିଁ, କାରଣ ସେମାନଙ୍କୁ କ୍ରେଡିଟ କାହିଁକି ଦିଆଯାଉ ନାହିଁ।
ଆଜିକାଲି ଏକ ନୂଆ ରୋଗ ଦେଖିବାକୁ ମିଳୁଛି। ସେମାନେ ଅଭିଯୋଗ କରୁଛନ୍ତି କି ଦଶକ ଦଶକ ଧରି ସେମାନେ ଦେଶରେ ରାଜ କଲେ ହେଲେ ଏବେ ତାଙ୍କୁ କାହିଁକି କ୍ରେଡିଟ ଦିଆଯାଉ ନାହିଁ। କ୍ରେଡିଟ ଭୋକିଲା ଲୋକେ ଓ ଜନତାଙ୍କ ଉପରେ ରାଜ କରିବାର ଭାବନା ଦେଶର ବହୁତ ଅହିତ କରିଛି।
ମୋଦି କହିଛନ୍ତି, ଆମେ ଭୋଟବ୍ୟାଙ୍କ ବ୍ୟତୀତ ଦେଶର ଜନତାଙ୍କ ସମସ୍ୟାକୁ କମ କରିବା ଉପରେ ଫୋକସ କଲୁ। ଆମର ଲକ୍ଷ୍ୟ ଥିଲା ଯେ ଆମର ଭଉଣୀଙ୍କ ଚିକିତ୍ସା ଲାଗି ଆମକୁ ଦୂରକୁ ଯିବାକୁ ନ ପଡୁ। ଆମେ ସ୍ଥିର କରିଥିଲୁ କି କୌଣସି ଗରିବଙ୍କୁ ଅର୍ଥ ଅଭାବରୁ ଚିକିତ୍ସା ନ ହୋଇ ପାରିବା ଭଳି ପରିସ୍ଥିତିର ସାମ୍ନା କରିବାକୁ ନ ପଡୁ।
୨୦୧୪ ପୂର୍ବରୁ ୧୦ ବର୍ଷରେ ମାତ୍ର ୧୫୦ ମେଡିକାଲ କଲେଜ ତିଆରି ହୋଇଥିଲା। ଗତ ୯ ବର୍ଷରେ ଆମ ସରକାରରେ ପ୍ରାୟ ୩୦୦ ନୂଆ ମେଡିକାଲ କଲେଜ ତିଆରି ହୋଇଛି। ଗତ ୯ ବର୍ଷରେ ଦେଶରେ ଏମବିବିଏସ ସିଟ ଦୁଇଗୁଣା ବଢି ୧ ଲକ୍ଷରୁ ଅଧିକ ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓ୍ବକ୍‌ଫ କମିଟି ବୈଠକ ଅଧାରୁ ପଳାଇଲେ ବିରୋଧୀ

ନୂଆଦିଲ୍ଲୀ,୨୮ା୧୦: ଦିଲ୍ଲୀ ଓ୍ବକ୍‌ଫ ବୋର୍ଡ ରିପୋର୍ଟକୁ ବିରୋଧ କରି ବିରୋଧୀ ସଦସ୍ୟମାନେ ସୋମବାର ଓ୍ବକ୍‌ଫ ବିଲ୍‌ ବୈଠକରୁ ଉଠିଯାଇଥିଲେ। ଯୁଗ୍ମ ସଂସଦୀୟ କମିଟି ଅଧ୍ୟକ୍ଷ ତଥା...

ଏତିକି ଟଙ୍କା ପାଇଁ ସ୍ବାମୀଙ୍କୁ ମାରି ଦେଲେ ସ୍ତ୍ରୀ: ଆଉ ତା’ପରେ ମୃତଦେହ ନେଇ..

ବେଙ୍ଗାଲୁରୁ ,୨୮ା୧୦:କର୍ନାଟକର କୋଡାଗୁ ଜିଲା ଅନ୍ତର୍ଗତ ଏକ କଫି ବଗିଚାରୁ ଜଣେ ଅଚିହ୍ନା ବ୍ୟକ୍ତିଙ୍କ ମୃତଦେହ ୩ ସପ୍ତାହ ପୂର୍ବରୁ ମିଳିଥିଲା। ପୋଲିସ ଏହା ଉପରେ...

ଉଦ୍ଧବ ଠାକରେଙ୍କୁ ବଡ଼ ଝଟ୍‌କା: ଟିକେଟ୍‌ ମିଳିବା ପରେ ନାଁ ପ୍ରତ୍ୟାହାର କଲେ ପ୍ରାର୍ଥୀ: ଏବେ ଏକନାଥ ଶିନ୍ଦେଙ୍କୁ ସମର୍ଥନ

ପୁଣେ,୨୮।୧୦: ମହାରାଷ୍ଟ୍ରରେ ନିର୍ବାଚନ ତାତି ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ସମ୍ଭାଜିନଗର ସେଣ୍ଟ୍ରାଲରୁ ଉଦ୍ଧବ ଠାକରେଙ୍କ ଦଳର ପ୍ରାର୍ଥୀ ତାଙ୍କ ନାମ ପ୍ରତ୍ୟାହାର...

ଭଙ୍ଗା-ଗଢା ରାଜନୀତି କରୁଛି ଭାଜପା: ସଞ୍ଜୟ ରାଉତ

ମୁମ୍ବାଇ,୨୮।୧୦: ଶିବସେନାର ରାଜ୍ୟ ସଭା ଏମପି (ଉଦ୍ଧବ ବାଲାସାହେବ ଠାକରେ) ଏବଂ ଦଳର ମୁଖପାତ୍ର ସଞ୍ଜୟ ରାଉତ ଅଭିଯୋଗ କରିଛନ୍ତି ଯେ ବିଭିନ୍ନ ଦଳ ଭାଙ୍ଗି...

ସ୍ପେନିସ ଫୁଟବଲକୁ ନେଇ ଏମିତି କହିଲେ ମୋଦି

ବଦୋଦରା,୨୮।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ପେନର ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ ସୋମବାର ଭଦୋଦରାସ୍ଥିତ ଟାଟା ଆଡଭାନ୍ସଡ ସିଷ୍ଟମ ଲିମିଟେଡ କ୍ୟାମ୍ପସରେ C-295 ବିମାନ ଉତ୍ପାଦନ...

ଭୋଟ ପୂର୍ବରୁ ମାଗଣା ବିଜୁଳି, ଋଣ ଛାଡ ଭଳି ଲଲିପପ ଦେଖାଉଛନ୍ତି ନେତା!

ରାଞ୍ଚି,୨୮।୧୦: ଝାଡ଼ଖଣ୍ଡର ୨୦୨୪ ବିଧାନସଭା ନିର୍ବାଚନ ପାଖେଇ ଆସିବା ମାତ୍ରେ ଗୋଡ୍ଡା ଜିଲାର ପଥରଗାମା ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଓ ଅବିଶ୍ୱାସର ଭାବନା ସୃଷ୍ଟି...

ମୁହଁ ଖୋଲିଲେ ପ୍ରଧାନ ବିଚାରପତି ଡି.ୱାୟୀ ଚନ୍ଦ୍ରଚୂଡ଼, କହିଲେ କ’ଣ ହୋଇଥିଲା ଆଲୋଚନା

ନୂଆଦିଲ୍ଲୀ,୨୮ା୧୦: ଗଣେଶ ପୂଜାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଧାନ ବାସଭବନକୁ ଆସିବା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ପ୍ରଧାନ ବିଚାରପତି ଡି.ୱାୟୀ ଚନ୍ଦ୍ରଚୂଡ଼। ଏହି ଘଟଣାକୁ ନେଇ...

ଓ୍ବେଟିଂ ଲିଷ୍ଟ କନଫର୍ମ ହେବ କି ନା, ଟିକେଟରେ ଥିବା କୋଡ ଦେଖି ନିଜେ କରିପାରିବେ ଚେକ୍‌

ନୂଆଦିଲ୍ଲୀ,୨୮।୧୦: ଦୀପାବଳି ସମୟରେ ପ୍ରାୟ ସବୁ ଟ୍ରେନରେ ଯାତ୍ରୀଙ୍କ ଭିଡ ପରିଲକ୍ଷିତ ହୋଇଥାଏ। ବିଶେଷକରି ଉତ୍ତର ପ୍ରଦେଶ-ବିହାର ଯାଉଥିବା ଟ୍ରେନରେ କନଫର୍ମ ଟିକେଟ ପାଇବା କଷ୍ଟକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri