Posted inଜାତୀୟ

ଭ୍ରଷ୍ଟାଚାରୀଙ୍କୁ ବଞ୍ଚାଇବାକୁ ବିରୋଧି ହେଉଛନ୍ତି ଏକଜୁଟ: ମୋଦି

କୋଚି,୧ ।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ କେରଳ ଗସ୍ତରେ ଅଛନ୍ତି । ଗୁରୁବାର ପ୍ରଧାନମନ୍ତ୍ରୀ କୋଚିରେ ଭାରତୀୟ ଜନତା ପାର୍ଟି(ଭାଜପା) କର୍ମୀମାନେ କୋଚିରେ ତାଙ୍କୁ ଜମରଦସ୍ତ ସ୍ୱାଗତ କରିଛନ୍ତି । ଏହାପରେ ମୋଦି କୋଚିର ଜନତାଙ୍କୁ ସମ୍ବୋଧିତ କରି ବିରୋଧିଙ୍କ ଉପରେ ଖୁବ୍ ବର୍ଷିଛନ୍ତି । ମୋଦି କହିଛନ୍ତି ଭ୍ରଷ୍ଟାଚାରୀଙ୍କୁ ବଞ୍ଚାଇବାକୁ ବିରୋଧିମାନେ ଏକାଠି ହେଉଛନ୍ତି ।
ମୋଦି କହିଛନ୍ତି, ଦ୍ରୁତ ବିକାଶ ଓ ଯୁବବର୍ଗଙ୍କ ଆକାଂକ୍ଷା ଆଗରେ ସବୁଠାରୁ ବଡ ବାଡ ହୋଉଛି ଭ୍ରଷ୍ଟାଚାର । ମୁଁ ୧୫ ଅଗଷ୍ଟରେ କହିଥିଲି କି ଭଷ୍ଟ୍ରାଚାର ବିରୋଧରେ ନିର୍ଣ୍ଣାୟକ ଲଢେଇ ଲଢିବାର ସମୟ ଆସିଗଲା । ହେଲେ ଆମେ ଏହାବି ଦେଖୁଛୁ କି ଯେତେବେଳେ ଭ୍ରଷ୍ଟାଚାରୀଙ୍କ ଉପରେ କୌଣସି ଆକ୍ସନ ନିଆଯାଉଛି ଏପଟେ ଦେଶର ରାଜନୀତିରେ ନୂଆ ପୋଲାରାଇଜୋନ ଆରମ୍ଭ ହୋଇଯାଇଛି । ଭ୍ରଷ୍ଟାଚାର ଓ ଭ୍ରଷ୍ଟାଚାରୀଙ୍କୁ ବଞ୍ଚାଇବାକୁ କିଛି ରାଜନୈତିକ ଦଳ ଖୋଲାଖୋଲି ସାମ୍ନାକୁ ଆସିଯାଇଛନ୍ତି । ସଙ୍ଗଠିତ ହେବାର ପ୍ରୟାସ କରାଯାଉଛି । ଦେଶ ଓ କେରଳର ଲୋକେ ଏହା ଉପରେ ଲାଗାତାର ସତର୍କ ରୁହନ୍ତୁ ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ରାତି ୮ଟା ୩୦ରୁ ଘଣ୍ଟାଏ ଲାଇଟ ବନ୍ଦ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୨/୩: ୨୦୨୫ ମାର୍ଚ୍ଚ ୨୨ ଶନିବାର ବିଶ୍ୱ ଆର୍ଥ ଆଓ୍ବାର ପାଳନ କରାଯିବ। ବିଶ୍ୱର ବିଭିନ୍ନ ଭାଗରେ ଜନସାଧାରଣ ଓ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକ ରାତି ୮ଟା...

ଆସନ୍ତାକାଲି ରାଜ୍ୟବ୍ୟାପୀ ବନ୍ଦ ଡାକରା, ବ୍ୟାଙ୍କ୍‌ ଠାରୁ ସ୍କୁଲ ପର୍ଯ୍ୟନ୍ତ ଜାଣନ୍ତୁ କ’ଣ ଖୋଲା ଓ ବନ୍ଦ

ନୂଆଦିଲ୍ଲୀ,୨୧।୩: ଆସନ୍ତାକାଲି ଚକ-ଅଖ ସବୁ ବନ୍ଦ । ଗତ ମାସରେ ସୀମାନ୍ତବର୍ତ୍ତୀ ଜିଲ୍ଲା ବେଲାଗାଭିରେ ମରାଠି ନ ଜାଣିବା କାରଣରୁ ଜଣେ ସରକାରୀ ବସ କଣ୍ଡକ୍ଟରଙ୍କ...

VIDEO: ବିଧାନସଭାରୁ ଭାଜପା ବିଧାୟକଙ୍କୁ ଟେକି ନେଇ ବାହାର କରିଦେଲେ ସୁରକ୍ଷାକର୍ମୀ, ରାଜ୍ୟରେ ହଇଚଇ

ବେଙ୍ଗାଲୁରୁ,୨୧।୩: ୪୮ ଜଣ ନେତାଙ୍କୁ ହନି ଟ୍ରାପ କରିବା ଅଭିଯୋଗ ପରେ କର୍ନାଟକ ବିଧାନସଭାରେ ଶୁକ୍ରବାର ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି। ବିଧାନସଭାର ଭାଜପା ବିଧାୟକମାନେ...

ଜାଣନ୍ତୁ ଭାରତୀୟ ରେଲଓ୍ବେରେ କେଉଁ କେଉଁ ପଦବୀ ଥାଏ? A ଠାରୁ D ବର୍ଗରେ ମିଳେ କେତେ ଦରମା

ନୂଆଦିଲ୍ଲୀ,୨୧।୩: ଭାରତୀୟ ରେଳବାଇ ୧୬ ଏପ୍ରିଲ ୧୮୫୩ରେ ଆରମ୍ଭ ହୋଇଥିଲା। ପ୍ରତିଦିନ କୋଟି କୋଟି ଲୋକ ଏଥିରେ ଯାତ୍ରା କରନ୍ତି। ଭାରତୀୟ ରେଳବାଇ ଏସିଆର ସର୍ବବୃହତ...

ଦିଲ୍ଲୀ ପରାଜୟ ପରେ ଆପ୍‌ର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୧।୩: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ନେତୃତ୍ୱାଧୀନ ଆମ୍‌ ଆଦମୀ ପାର୍ଟି(ଆପ୍‌)ର ପରାଜୟ ପରେ ଦଳ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଦଳ...

ଆଉ ୧୦ଦିନ ପରେ ଆରମ୍ଭ ହେବାକୁ ଯାଉଛି ୟୁନିଫାଏଡ ପେନସନ ଯୋଜନା, ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଲୀ,୨୧।୩: କେନ୍ଦ୍ରୀୟ କର୍ମଚାରୀମାନଙ୍କୁ ନିଶ୍ଚିତ ପେନସନ ପ୍ରଦାନ କରିବା ପାଇଁ ୟୁନିଫାଏଡ ପେନସନ ଯୋଜନା (UPS) ୧ ଏପ୍ରିଲ, ୨୦୨୫ ରୁ ଆରମ୍ଭ ହେବାକୁ ଯାଉଛି।...

ଅମିତ ଶାହଙ୍କ ବଡ଼ ପ୍ରତିଶ୍ରୁତି: ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଦେଶକୁ ନକ୍ସଲବାଦ ହେବ ମୁକ୍ତ

ନୂଆଦିଲ୍ଲୀ,୨୧।୩: ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶୁକ୍ରବାର ରାଜ୍ୟ ସଭାରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର କାର୍ଯ୍ୟକାରିତା ବିଷୟରେ ଆଲୋଚନା କରିଛନ୍ତି। ଏହି ସମୟରେ ସ୍ବରାଷ୍ଟ୍ର ମନ୍ତ୍ରୀ ୩୧ ମାର୍ଚ୍ଚ,...

ସଂସଦରେ ଜେପି ନଡ୍ଡାଙ୍କୁ ସାଂଘାତିକ ପ୍ରଶ୍ନ ପଚାରିଦେଲେ ହେମା ମାଳିନୀ, ସମସ୍ତେ କାବା

ନୂଆଦିଲ୍ଲୀ,୨୧।୩: ଲୋକ ସଭାରେ ଦେଖିବାକୁ ମିଳିଛି ରୋଚକ ଦୃଶ୍ୟ। ଭାଜପା ଏମପି ହେମା ମାଳିନୀ ଆଜି ସଂସଦରେ ନିଜ ଦଳର ନେତାଙ୍କୁ ଘେରିଥିଲେ। ସେ କେନ୍ଦ୍ରର...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image