Categories: ଜାତୀୟ

ସାମୁଦ୍ରିକ ଝଡ ‘ବିପର୍ଯ୍ୟୟ’ର ପ୍ରସ୍ତୁତିକୁ ନେଇ ଦିନ ଗୋଟାଏରେ ସମିକ୍ଷା ବୈଠକ କରିବେ ମୋଦି

ନୂଅଦିଲ୍ଲୀ,୧୨।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦିନ ୧ଟାରେ ସାମୁଦ୍ରିକ ଝଡ ‘ବିପର୍ଯ୍ୟୟ’ସମ୍ପର୍କରେ ଏକ ସମୀକ୍ଷା ବୈଠକ କରିବେ। ଏଥିରେ ଘୂର୍ଣ୍ଣିବଳୟର ମୁକାବିଲା ପାଇଁ ପ୍ରସ୍ତୁତି ଉପରେ ଆଲୋଚନା କରାଯିବ। କୁହାଯାଇଛି ଯେ ଏନଡିଆରଏଫ ସହ ଜଡିତ ଏଜେନ୍ସି ଏବଂ ଅଧିକାରୀମାନେ ବିପର୍ଯ୍ୟୟ ଏବଂ ରିଲିଫ କାର୍ଯ୍ୟରେ ଜଡିତ ଅଧିକାରୀ ଏହି ବୈଠକରେ ସାମିଲ ହେବେ।

Share