Categories: ଜାତୀୟ

Video: ପ୍ରଧାନମନ୍ତ୍ରୀଙ୍କ ମହାନତା, ଗାଡ଼ି ଅଟକାଇ ଆମ୍ବୁଲାନ୍ସକୁ ଛାଡ଼ିଲେ ବାଟ

ନୂଆଦିଲ୍ଲୀ, ୧୭ା୧୨: ରବିବାର ଉତ୍ତର ପ୍ରଦେଶର ଏକ ରୋଡ ଶୋ’ରେ ଯୋଗ ଦେବାକୁ ଯିବା ସମୟରେ ନିଜ ଗାଡ଼ି ଅଟକାଇ ଏକ ଆମ୍ବୁଲାନ୍ସକୁ ରାସ୍ତ ଦେଇ ନିଜର ମାନବିକତା ଦର୍ଶାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆମ୍ବୁଲାନ୍ସକୁ ଯିବା ପାଇଁ ପ୍ରଧାନମନ୍ତ୍ରୀଙ୍କ କାରକେଡ ଅଟକିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ପ୍ରଧାନମନ୍ତ୍ରୀ ମୋଦି ଏବେ ଦୁଇ ଦିନିଆ ବାରାଣସୀ ଗସ୍ତରେ ଅଛନ୍ତି, ଏହି ସମୟରେ ସେ ବାରାଣସୀ ଏବଂ ପୁର୍ବାଞ୍ଚଳରେ ୧୯,୦୦୦ କୋଟି ଟଙ୍କାର ୩୭ ଟି ପ୍ରୋଜେକ୍ଟର ଶିଳାନ୍ୟାସ କରିବେ।

 

Share