Categories: ଜାତୀୟ

ଦୁଇ ଦିନିଆ ଜାକର୍ତ୍ତା ଗସ୍ତ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଣ୍ଡୋନେସିଆର ରାଷ୍ଟ୍ରପତି ଜୋକୋ ୱିଡୋଡୋଙ୍କ ନିମନ୍ତ୍ରଣ କ୍ରମେ ୨୦ତମ ଏସିଆନ-ଭାରତ ସମ୍ମିଳନୀରେ ଯୋଗଦେବେ। ପ୍ରଧାନମନ୍ତ୍ରୀ ୬ ଓ ୭ସେପ୍ଟେମ୍ବରରେ ଇଣ୍ଡୋନେସିଆର ଜାକର୍ତ୍ତା ଗସ୍ତ କରିବେ ବୋଲି ଜଣାପଡିଛି। ଶିଖର ସମ୍ମିଳନୀରେ ଭାରତ-ଏସିଆର ସମ୍ପର୍କର ଅଗ୍ରଗତି ସମୀକ୍ଷା କରାଯିବ।

Share