Posted inVideo

ସୀମା ଟପିଲା ପୋଲିସର ବର୍ବରତା

Featured Video Play Icon

ମଧ୍ୟପ୍ରଦେଶର ଗୁନା ଜିଲାରେ ପୋଲିସର ଏକ ବର୍ବର କାଣ୍ଡ ସାମ୍ନାକୁ ଆସିଛି । ଗୁନାର ଏକ କଲେଜ ନାମରେ ଥିବା ଏକ ଜମିକୁ ଖାଲି କରିବା ପାଇଁ ପୋଲିସ ପହଞ୍ଚିଥିଲେ । ଏହାପରେ ଏହି ଜମିରେ ଘର କରି ରହିଥିବା ଚାଷୀ ପରିବାରକୁ ଅତି ନିର୍ଦ୍ଦୟ ଭାବେ ପୋଲିସ ପିଟିବା ଆରମ୍ଭ କରିଥିଲା । ଆଉ ବର୍ବରତାର ସୀମା ଟପିଥିବା ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆସନ୍ତୁ ଦେଖିବା ପୁରା ଘଟଣା

 


Enter your email to get our daily news in your inbox.

All Right Reserved By Dharitri.Com

Posted inVideo View All

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri