ଶାହରୁଖଙ୍କ ଘରେ ପୋଲିସ!

ମୁମ୍ବାଇ: ଯବାନ ଫିଲ୍ମକୁ ନେଇ ଚର୍ଚ୍ଚାରେ ଅଛନ୍ତି ବଲିଉଡର କିଙ୍ଗ୍‌ ଖାନ୍‌। ଏହି ଫିଲ୍ମ ୭ସେପ୍ଟେମ୍ବରକୁ ରିଲିଜ ହେବାକୁ ଯାଉଛି। ଭାଇରାଲ ତେବେ ଶନିବାର ଶାହାରୁଖ ଖାନଙ୍କ ଘର ବାହାରେ ବହୁ ସଂଖ୍ୟାରେ ପୋଲିସ କର୍ମୀଙ୍କୁ ଦେଖିବାକୁ ମିଳିଥିଲା। ଭାଇରାଲ ଭୟାନି ଏକ ଭିଡିଓକୁ ଇନଷ୍ଟାଗ୍ରାମରେ ଶେୟାର କରିଥିଲେ। ଭିଡିଓରେ କ୍ୟାପସନ ଥିଲା, ଶାହରୁଖଙ୍କ ଘର ବାହାରେ କିଛି ଲୋକ ଧାରଣାରେ ବସିଥିଲେ। ସେମାନଙ୍କୁ ପୋଲିସ ଗିରଫ କରିଛି। ତେବେ ଯବାନଙ୍କୁ ନେଇ କିଛି ଲୋକ ଖାନ୍‌ଙ୍କୁ ବିରୋଧ କରିଥିଲେ। ପରେ ଦିଲ୍ଲୀ ପୋଲିସ ସେଠାରେ ପହଞ୍ଚି ସେମାନଙ୍କୁ ଗିରଫ କରିବା ସହ ତାଙ୍କ ଘର ବାହାରେ ସୁରକ୍ଷା ଦେବା ପାଇଁ ମୁତୟନ ହୋଇଥିଲେ।

Share