୮ ମାସ ପରେ ଆକ୍ଟିଭେଟ୍‌ ହେଲା ଲୋକପ୍ରିୟ ଆମେରିକୀୟ ରାପର୍‌ କାନୟେ ୱେଷ୍ଟଙ୍କ ଟ୍ବିଟର୍‌ ଆକାଉଣ୍ଟ

ଓ୍ବାଶିଂଟନ୍‌,୩୦।୭: ଲୋକପ୍ରିୟ ଆମେରିକୀୟ ରାପର୍‌ କାନୟେ ୱେଷ୍ଟଙ୍କ ଟ୍ବିଟର ଆକାଉଣ୍ଟକୁ ପୁଣିଥରେ ଆକ୍ଟିଭେଟ୍‌ କରାଯାଇଛି। କାନୟେଙ୍କ ଆକାଉଣ୍ଟ ଟ୍ବିଟର୍‌ ପ୍ଲାଟଫର୍ମରେ ‘ୟେ’ ନାମରେ ଜଣାଶୁଣା। ପ୍ରାୟ ଆଠ ମାସ ପୂର୍ବରୁ ତାଙ୍କ ଆକାଉଣ୍ଟକୁ ଟ୍ବିଟର୍‌ ବ୍ଲକ୍‌ କରିଦେଇଥିଲା। ତାଙ୍କ ପୋଷ୍ଟ ଆକ୍ରୋଶମୂଳକ ଭାବେ ହିଂସା ଉସକାଉଥିବାର ଏହା ଟ୍ବିଟର୍‌ର ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଥିଲା।

Share