ଲୋକପ୍ରିୟ ଗାୟିକା ଶାରଦାଙ୍କର ପରଲୋକ

ମୁମ୍ବାଇ:ଲୋକପ୍ରିୟ ଗାୟିକା ଶାରଦାଙ୍କ ପରଲୋକ। ମୃତ୍ୟୁବେଳକୁ ତାଙ୍କୁ ୮୬ବର୍ଷ ବୟସ ହୋଇଥିଲା। ଶାରଦା ରଞ୍ଜନ ଲାଏଙ୍ଗର ଭାରତରେ ପ୍ଲେବ୍ୟାକ୍‌ ସିଙ୍ଗର୍‌ ଭାବେ ପ୍ରସିଦ୍ଧି ଲାଭ କରିଛନ୍ତି। ସେ ବେଷ୍ଟ ଫିମେଲ୍‌ ପ୍ଲେ ବ୍ୟାକ୍‌ ସିଙ୍ଗର୍‌ ଭାବେ ସମ୍ମାନୀତ ହୋଇଛନ୍ତି। ତାଙ୍କର ଲୋକପ୍ରିୟ ଗୀତ ହେଉଛି ‘ତିତଲି ଉଡି’(ସୁରଜ)। ତାଙ୍କ ବିୟୋଗରେ ଇଣ୍ଡଷ୍ଟ୍ରୀରେ ଶୋକର ଲହରୀ ଖେଳିଯାଇଛି।

Share