ଭାଜପାରେ ସାମିଲ ହେଲେ ବରଗଡ଼ର ପୂର୍ବତନ ଏମ୍‌ପି ପ୍ରଭାସ ସିଂ

ଭୁବନେଶ୍ୱର,୧୫।୪: ଭାଜପାରେ ସାମିଲ ହେଲେ ବରଗଡ଼ର ପୂର୍ବତନ ଏମ୍‌ପି ପ୍ରଭାସ ସିଂ। ଦିଲ୍ଲୀ ଭାଜପା ମୁଖ୍ୟାଳୟରେ ସେ ଆନୁଷ୍ଠାନିକ ଭାବେ ଭାଜପାରେ ଯୋଗ ଦେଇଛନ୍ତି। ପୂର୍ବତନ ଏମ୍‌ପି ପ୍ରଭାସ ନିକଟରେ ବିଜେଡି ଛାଡ଼ିଥିଲେ।

 

Share