୫୦ ବର୍ଷ ବୟସରେ ୪ର୍ଥ ଥର ପାଇଁ ବାପା ହେଲେ ପ୍ରଭୁଦେବା

ମୁମ୍ବାଇ: ବଲିଉଡର ପ୍ରସିଦ୍ଧ କୋରିଓଗ୍ରାଫର ନିର୍ଦ୍ଦେଶକ ପ୍ରଭୁଦେବାଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। କୋରିଓଗ୍ରାଫର ପ୍ରଭୁଦେବା ଚତୁର୍ଥ ଥର ପାଇଁ ବାପା ହୋଇଛନ୍ତି। ସୂଚନାଯୋଗ୍ୟ, ତାଙ୍କର ଦ୍ୱିତୀୟ ସ୍ତ୍ରୀ ହିମାନୀ ତାଙ୍କର ପ୍ରଥମ ସନ୍ତାନକୁ ସ୍ବାଗତ କରିଛନ୍ତି । ଦମ୍ପତି ଏବେ ଏକ ଝିଅର ମା’ ବାପା ହୋଇଛନ୍ତି।

Share