ରାଜ୍ୟସ୍ତରୀୟ ପୁସ୍ତକ ମେଳାରେ ବିଦେଶୀ ନାୟକଙ୍କ ‘ପ୍ରଣୟର ପାଣ୍ଡୁଲିପି’ ଉନ୍ମୋଚିତ

ଦାରିଙ୍ଗବାଡ଼ି,୧୬ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକରେ କାର୍ଯ୍ୟରତ ପ୍ରଧାନ ଶିକ୍ଷକ ତଥା ବନାନୀ ସାରସ୍ବତ ପରିଷଦର ସମ୍ପାଦକ ତଥା ବିଶିଷ୍ଟ କବି, ସାହିତି୍ୟକ ବିଦେଶୀ ନାୟକଙ୍କ ଷଷ୍ଠ କବିତା ସଙ୍କଳନ ‘ପ୍ରଣୟର ପାଣ୍ଡୁଲିପି’ର ଶୁଭ ଉନ୍ମୋଚିତ ହୋଇଯାଇଛି।

ପ୍ରକାଶ ଯେ, ରାଜ୍ୟସ୍ତରୀୟ ପୁସ୍ତକ ମେଳାରେ ରବିବାର ସନ୍ଧ୍ୟାରେ ଭୁବନେଶ୍ବରର ପ୍ରଦର୍ଶନୀ ପଡ଼ିଆଠାରେ ୧୦ ଦିନ ଧରି ଚାଲିଥିବା ଏହି ଉତ୍ସବରେ ଉନ୍ମୋଚିତ କରାଯାଇଛି। ଏହାକୁ ଅତିଥି ଭାବେ କବୟିତ୍ରୀ କବି ତଥା ଜଗତସିଂହପୁରର ବିଶିଷ୍ଟ କବି ପୀତାମ୍ବର ତରାଇ, ଭୁବନେଶ୍ୱରର ରକ୍ଷକ ନାୟକ,ଭାରତ ମାଝି, କଥାଶିଳ୍ପୀ ସୁଜାତା ପ୍ରହରାଜ,କବି ସୁଚେତା ପାଣିଗ୍ରାହୀ,ବ୍ରହ୍ମପୁରର କବି ସୁଶାନ୍ତ ଦାଶ ପ୍ରମୁଖ ଯୋଗଦେଇ ସଦ୍ୟ ଉନ୍ମୋଚିତ ପୁସ୍ତକ ସମ୍ପର୍କରେ ଆଲୋକପାତ କରିଥିଲେ। ବିଦେଶୀ ନାୟକଙ୍କ ଏହା ଷଷ୍ଠ କବିତା ସଙ୍କଳନ ହୋଇଥିବା ବେଳେ ସେଥିରେ ମୋଟ୍‌ ୪୧ଟି କବିତା ରହିଥିବା ବରିଷ୍ଠ ସାହିତି୍ୟକ ବିଦେଶୀ ନାୟକ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରବେଶ ଓ ଖଡ଼ିଛୁଆଁ ଉତ୍ସବ: ଗୁରୁକୁଳର ମାହୋଲ ସାଙ୍ଗକୁ ଶିଶୁ ବାଟିକାର ଶୁଭାରମ୍ଭ

ଦାରିଙ୍ଗବାଡି,୨।୪ (ଅରୁଣ ସାହୁ): ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣ ଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ବୁଧବାର ବିଦ୍ୟାଳୟ ଗୁଡିକରେ ଶିଶୁ ବାଟିକାର ଶୁଭାରମ୍ଭ ହୋଇଯାଇଛି। ଏହି...

କାମରେ ଆସୁନି ଗୋଷ୍ଠୀ ଶୌଚାଳୟ: ଲକ୍ଷାଧିକ ଟଙ୍କା ଖର୍ଚ୍ଚକୁ ନେଇ ଉଠିଲା ପ୍ରଶ୍ନ

ଦାରିଙ୍ଗବାଡି,୨ /୪ (ଅରୁଣ ସାହୁ): ପରିବେଶକୁ ସ୍ବଚ୍ଛ ରଖିବା ପାଇଁ ସରକାର କୋଟି କୋଟି ଟଙ୍କା ଅନୁଦାନ ଦେଉଛନ୍ତି। ଏଥିପାଇଁ ପଞ୍ଚାୟତ ସମିତି ଏବଂ ପଞ୍ଚାୟତ...

ଭାଜପାର ରାଜ୍ୟ ପରିଷଦ ସଦସ୍ୟ ଭାବେ ୫ଜଣ ନିର୍ବାଚିତ: ସଂଗଠନକୁ ଆହୁରି ଶକ୍ତିଶାଳୀ କରିବାକୁ ଦେଲେ ପ୍ରତିଶ୍ରୁତି

ଦାରିଙ୍ଗବାଡି,୨।୪(ଅରୁଣ ସାହୁ)/(ପ୍ରଦୀପ ବେହେରା): ଭାଜପାର ରାଜ୍ୟ ପରିଷଦ ସଦସ୍ୟ ଭାବେ ଜିଲ୍ଲାରୁ ୫ଜଣ ନିର୍ବାଚିତ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ଜିଉଦୟଗିରି ନିର୍ବାଚନମଣ୍ଡଳୀରୁ ଦୁଇଜଣ ପରିଷଦ ସଦସ୍ୟ...

ଓଡ଼ିଆ ଭାଷା-ସଂସ୍କୃତି ହେଉଛି ଆମର ସ୍ବତନ୍ତ୍ର ପରିଚୟ

ରାଇକିଆ, ୨।୪(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ନାଗରିକ ମଞ୍ଚ ତରଫରୁ ଓଡ଼ିଶା ଦିବସ ପାଳନ ହୋଇଯାଇଛି । ସଭାପତି ଦୁର୍ଯ୍ୟୋଧନ ଲେଙ୍କାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ...

ସୋସିଆଲ ମିଡିଆରୁ ଶିଖି ଲକ୍ଷପତି ଦିଦିଙ୍କ ଲଡୁ ପ୍ରସ୍ତୁତି

ଦାରିଙ୍ଗବାଡ଼ି,୧ା୪(ଅରୁଣ ସାହୁ): ରାଜ୍ୟରେ ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାରେ ବିଦ୍ୟାଳୟଗୁଡ଼ିକରେ ଛାତ୍ରୀଛାତ୍ରଙ୍କୁ ସପ୍ତାହରେ ତିନିଦିନ ପୁଷ୍ଟିକର ଲଡ଼ୁ ଖାଇବାକୁ ଦିଆଯିବ ଏହି ବ୍ୟବସ୍ଥା କରାଯିବା ପାଇଁ ରାଜ୍ୟ...

ଜନଜାତିଙ୍କ କାମରେ ଆସୁନି ହାଟ: କାମ କରି ଠିକାଦାର ମାଲାମାଲ

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ):ଏକ ଦଶନ୍ଧିରୁ ଅଧିକା ଦିନ ବିତିଲା, ହେଲେ ଜନଜାତିଙ୍କ ଉଦ୍ଦେଶ୍ୟରେ କରାଯାଇଥିବା ଜନଜାତି ହାଟଟି ଆଜି ପର୍ଯ୍ୟନ୍ତ କାହା କାର୍ଯ୍ୟରେ ଲାଗିପାରି...

ପିଲାଙ୍କୁ ମିଳିବ ପୁଷ୍ଟିକର ଲଡ଼ୁ: ମାଲାମାଲ୍‌ ହେବେ କ୍ଷୁଦ୍ର ବ୍ୟବସାୟୀ

ଦାରିଙ୍ଗବାଡି, ୩୧।୩ (ଅରୁଣ ସାହୁ):ଏଣିକି ଛାତ୍ରୀଛାତ୍ରଙ୍କୁ ମିଳିବ ପୃଷ୍ଟିକର ଖାଦ୍ୟ। ସେଥିରେ ସାମିଲ ହେବ ସୁସ୍ବାଦ ପୁଷ୍ଟିକର ଲଡ଼ୁ। ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାରେ...

ପରିତ୍ୟକ୍ତ ଅବସ୍ଥାରେ ସିମନବାଡ଼ି ଯାତ୍ରୀ ବିଶ୍ରାମାଗାର, ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଯାତ୍ରୀ; ରୂପାନ୍ତର ଲାଗି ଉଠୁଛି ଦାବି

ଦାରିଙ୍ଗବାଡି, ୩୧। (ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ଅନ୍ୟତମ ମୁଖ୍ୟ ବଜାର ଭାବେ ପରିଚିତ ସିମନବାଡି ଛକରେ ଥିବା ଯାତ୍ରୀ ବିଶ୍ରାମାଗାର ଏବେ ପରିତ୍ୟକ୍ତ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image